“ଚାଇଲ୍ଡଲାଇନ ସହ ବନ୍ଧୁତା” ରଥ ଆଜି ବୁଲିଲା ଝାରସୁଗୁଡ଼ା ପୌରପାଳିକା ଅଞ୍ଚଳ।
ଝାରସୁଗୁଡ଼ା :(ସୁଭାଷ ସହାରେ)-ଚାଇଲ୍ଡଲାଇନ ଦ୍ଵାରା ଆରମ୍ଭ କରାଯାଇଥିବା ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ 'ଚାଇଲ୍ଡଲାଇନ ସହ ବନ୍ଧୁତା' ରଥ ଝାରସୁଗୁଡ଼ା ପୌରପାଳିକା ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନରେ ଆଜି ତାର ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛି । ଚାଇଲ୍ଡଲାଇନ ହେଲ୍ପଲାଇନ ନମ୍ବର 1098 ବିଷୟରେ…