ବିଜେଡି ଦେଲା ପ୍ରଦୀପଙ୍କ ଜନବିରୋଧୀ କାର୍ଯ୍ୟର ହିସାବ
"ଠକାମୀ ଓ ଜାଲି ଚରିତ୍ର ପଦାରେ ପଡିବା ପରେ ଓଡିଶା ବାସୀଙ୍କୁ ବୋକା ଭାବି ଭୁତାଉଛନ୍ତି ପ୍ରଦୀପ ପାଣିଗ୍ରାହୀ "
ଭୁବନେଶ୍ୱର (ଶାସକ ପ୍ରଶାସକ) : ପାଠକ ଆଣ୍ଡ ସନ୍ସ କେଳେଙ୍କାରୀରେ ସମ୍ପୃକ୍ତି ଥିବା ତଥା ଓଡିଶା ଇତିହାସରେ ପ୍ରଥମଥର ପାଇଁ ଜନ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗରେ ବିଦା…