ବାପରେ କି ରାଗ , ଘୁ.ଉଦୟଗିରି ପୁଲିସ ଦ୍ୱାରା ହେଲମେଟ ଯାଞ୍ଚ ବେଳେ ଉତ୍ତେଜନା

http://www.youtube.com/watch?v=gXDmZa04rlk  କାର୍ଯ୍ୟରତ ମହିଳା ପୁଲିସ ଏସଆଇ ଯୁବକଙ୍କ ମୋବାଇଲ ଝାମ୍ପି ନେଇ ଥିବା ଅଭିଯୋଗ ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ) : ସରକାରଙ୍କ ଆଇନ ପ୍ରଣୟନ ପରେ ଘୁ.ଉଦୟଗିରି ପୁଲିସ ଦ୍ୱାରା ହେଲମେଟ, ଇନ୍ସୁରାନ୍ସ ଏବଂ ଗାଡ଼ି କାଗଜ ପତ୍ର ଯାଞ୍ଚ କୁ…

ଧାରଣାରେ ବସିଲେ ସମବାୟ ସଂପାଦକ ସଂଘ, ତିନି ନିଲମ୍ବିତ ସଂପାଦକଙ୍କ ନିଲମ୍ବନ ପ୍ରତ୍ୟାହାର ଦାବି। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ୩୨ଟି ସମବାୟ ସମିତିର ସଂପାଦକମାନେ କାର୍ଯ୍ୟବନ୍ଦ କରି ଧାରଣାରେ ବସିଛନ୍ତି। ମିଳିଥିବା ସୂଚନାନୁସାରେ ତିନିଜଣ ସମବାୟ ସମିତିର ସଂପାଦକଙ୍କ ନିଲମ୍ବନ ବିରୋଧରେ ସେମାନେ ଧାରଣାରେ ବସିଛନ୍ତି। ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକର…

କୋନକାଷ୍ଟ ଷ୍ଟିଲ ପ୍ଳାଣ୍ଟ ସମ୍ମୁଖରେ ଧାରଣା ଦେଲେ ପୂର୍ବତନ କର୍ମଚାରୀ। 

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାରେ ଅବସ୍ଥାପିତ ହୋଇଥିବା ଓ ୨୦୧୬ରୁ ବନ୍ଦ ହୋଇ ଯାଇଥିବା କୋନକାଷ୍ଟ ଷ୍ଟିଲ ପ୍ଳାଣ୍ଟ ସମ୍ମୁଖରେ ଆଜି ଏହାର ପୂର୍ବତନ କର୍ମଚାରୀମାନେ ଧାରଣା ଦେଇଥିଲେ। ଧାରଣାରେ ବସିଥିବା ଏହି କର୍ମଚାରୀମାନେ କୋନକାଷ୍ଟ ଷ୍ଟିଲ କମ୍ପାନୀ ବଦଳରେ ଏହାକୁ…

ଲଖନପୁରଠାରେ ଶିଶୁ ସମ୍ପର୍କ ଯାତ୍ରା ଓ ଶିଶୁ ଅଧିକାର ଆଇନ ସଚେତନତା କାର୍ଯ୍ୟକ୍ରମ। 

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ ଗୃହରେ ଆଜି ଶିଶୁ ସମ୍ପର୍କ ଯାତ୍ରା ଓ ଶିଶୁ ଅଧିକାର ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଚାଇଲ୍ଡଲାଇନର କେନ୍ଦ୍ର ସଂଯୋଜକ ଆଶିଷ କୁମାର ପଣ୍ଡା ସ୍ବାଗତ ଅଭିଭାଷଣ…

ଆନ୍ତର୍ଜାତିକ ମାନବ ଅଧିକାର କାଉନସିଲ୍ ଭାରତ ଦ୍ବାରା ଆଲୋକ ବୋଷଙ୍କୁ “ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବ୍ରେଭେରୀ…

http://www.youtube.com/watch?v=pQDtV_9B4E8  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହରରେ ଅବସ୍ଥାପିତ ଆନ୍ତର୍ଜାତିକ ମାନବ ଅଧିକାର ପରିଷଦ ଓଡିଶା (ଶିଶୁ ପରିବାର ଓ ମହିଳା) ବିଭାଗର ରାଜ୍ୟ ସଭାପତି ଶ୍ରୀ ଆଲୋକ କୁମାର ବୋଷଙ୍କୁ କୋଲକାତା ଠାରେ “ନେତାଜୀ…

ଦିବ୍ୟ ସାହୁଙ୍କର ମୃତ୍ୟୁକୁ ନେଇ ରାଜନୀତି ଧରିଛି ଜୋର

 ପରିବାର ଲୋକ କହିଲେ "ଘଟଣା ଓ କାରଣକୁ ନେଇ ଚାଲିଛି ଅପପ୍ରଚାର" ମଣ୍ଡିରେ ନୁହେଁ "ଘରେ ହୋଇଛି ଦିବ୍ୟାଙ୍କ ମୃତ୍ୟୁ,ମଣ୍ଡିରେ ଧାନ ନଉଠିବା ଏକମାତ୍ର କାରଣ ନୁହେଁ" ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମର ଦିବ୍ୟ ସାହୁ ( ବୟସ ପାଖାପାଖି 55 ) ଗତ କୋଡିଏ ତାରିଖ ରାତି…

ପୁରୀ ଏବଂ ଯୋଗ ନଗରୀ ରିଷିକେଶ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର(ଶାସକ ପ୍ରଶାସକ) : ହରିଦ୍ୱାରରେ ମହାକୁମ୍ଭ ମେଳା ସମୟରେ ପୁରୀ ଏବଂ ଯୋଗ ନଗରୀ ରିଷିକେଶ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି | 08477/08478 ପୁରୀ-ଯୋଗ ନଗରୀ ରିଷିକେଶ-ପୁରୀ ସ୍ପେଶାଲ ଟ୍ରେନ 27 ଜାନୁୟାରୀରୁ 30 ଏପ୍ରିଲ, 2021 ମଧ୍ୟରେ ପୁରୀରୁ…

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଡଃ ଗୋପବନ୍ଧୁ ଦାସଙ୍କ ‘ଛାଇର ଶଦ୍ଦ’ ଲୋକାର୍ପିତ

ଭୁବନେଶ୍ୱର (ଶାସକ ପ୍ରଶାସକ) :  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସଠାରେ ଡଃ ଗୋପବନ୍ଧୁ ଦାସଙ୍କ କବିତା ସଂକଳନ ‘ଛାଇର ଶଦ୍ଦ’ କୁ ଲୋକାର୍ପିତ କରିଛନ୍ତି। ଏଥିରେ ୮୩ଟି କବିତା ସ୍ଥାନିତ ହୋଇଛି। ସୂକ୍ଷ୍ମ ସୌନ୍ଦର୍ଯ୍ୟବୋଧ ସହିତ ଏହି କବିତାରେ ରହସ୍ୟମୟ ଅତିନ୍ଦ୍ରୀୟ…

କଅଁଳ ବୟସରେ ବୁଢା ଅଜାର ବୋଝ : ପାଠ ପଢାରେ ଅର୍ଥ ସାଜିଛି ବାଧକ

ରେଢାଖୋଲ ଉପଖଣ୍ଡ ସ୍ୱତନ୍ତ୍ର ପ୍ରତିନିଧି ଶ୍ରୀୟାସ୍ମିତା ସାମଲ : ସରକାର ଗରିବ ଲୋକଙ୍କ ପାଇଁ କେତେ ଯେ ଜନହିତକର କାମ କରିଛନ୍ତି ତାର କଳନା ନାହିଁ। ହରିଜନ ଓ ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି ସରକାର। ହେଲେ ଏହି ସବୁ ଯୋଜନା ଗାଁ ଗହଳରେ ଥିବା…

ନେତାଜୀ ଜୟନ୍ତୀରୁ ବିଜୁବାବୁଙ୍କ ଶ୍ରାଦ୍ଧତିଥି ଯାଏ ଓଡିଶା ମୋ ପରିବାର- ଜୀବନ ବିନ୍ଦୁ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ

ଓଡିଶା ମୋ ପରିବାର ପକ୍ଷରୁ  ରାଜ୍ୟର ପ୍ରମୁଖ ଚିକିତ୍ସାଳୟଠାରେ ଖୋଲାଯିବ ହେଲ୍ପ ଡେସ୍କ ରକ୍ତଦାନ ପାଇଁ ସ୍ୱତନ୍ତ୍ର ଅଭିଯାନ, ୩୩ହଜାର ୟୁନିଟ୍  ସର୍ବନିମ୍ନ ରକ୍ତ ସଂଗ୍ରହର ଲକ୍ଷ୍ୟ  ଭୁବନେଶ୍ୱର,: ଓଡ଼ିଶା-ମୋ ପରିବାର ତରଫରୁ ଜୀବନବିନ୍ଦୁ ରକ୍ତଦାନ ଜାନୁଆରୀ ୨୩ ନେତାଜୀ…