ଆଦିମ ଜନଜାତି ଡଙ୍ଗରିଆଙ୍କ ଗଡରେ ମହାମାରୀ : ଚିନ୍ତାରେ ପ୍ରଶାସନ

ରାୟଗଡା /ସରୋଜ କୁମାର ସାହୁ – ରାୟଗଡା ଜିଲ୍ଲାରେ କରୋନା ମହାମାରୀ କାୟା ବିସ୍ତାର କରିଚାଲିଛି । ଜିଲ୍ଲାର ସମସ୍ତ ବ୍ଲକରୁ ପିଜିଟିଭ୍ ଚିହ୍ନଟ ହେଉଥିବା ବେଳେ ଆଦିମ ଜନଜାତି ଡଙ୍ଗରିଆଙ୍କ ଗଡରେ କରୋନା ମହାମାରୀ ପ୍ରବେଶ କରିିଥିବାରୁ ଚିନ୍ତାରେ ପ୍ରଶାସନ । ଡଙ୍ଗରିଆଙ୍କ ଗଡରେ ଜିଲ୍ଲାର ବରିଷ୍ଠ…

ବାୟୁ ଗଲେ ପେଟ ଉଶ୍ୱାସ : ଚିକ୍କଣ କଥା କହି ଇନ୍ସୁରାନ୍ସ କରେଇବେ, ଠିକଣା ଟାଇମରେ ଗାଏବ

 ସେବା ଦେବାରେ ଚୋଲା ଇନସୁରାନ୍ସର ଅବହେଳା, ୮ମାସ ହେଲା ଗ୍ରାହକ ପାଉନି କ୍ଷତିପୂରଣ ପୁରୀ: ଇନସୁରାନ୍ସ ବିକ୍ରି କଲାବେଳେ ଚିକିଣିଆ କଥା କୁହନ୍ତି କମ୍ପାନୀ ଅଧିକାରୀମାନେ। କ୍ଷତିପୂରଣ ବେଳେ ବିଭିନ୍ନ ବାହାନା ଦେଖାଇ ଗ୍ରାହକଙ୍କ ମନସ୍ତାତ୍ତ୍ବିକ ଭାବନା ସହ ଖେଳ ଖେଳନ୍ତି । ଇନସୁରାନ୍ସ…

ୟସ ଗଲା: ଜଳ ଅପସାରିତ ହେଲା ପରେ କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବ

ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ବୁଢାବଳଙ୍ଗ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ଭୁବନେଶ୍ୱର : ଆଜି ସକାଳ ପ୍ରାୟ ୯ ଟାରେ ସାମୁଦ୍ରିକ ବାତ୍ୟା ‘ୟାସ’ ସ୍ଥଳଭାଗ ସ୍ପର୍ଶ ପ୍ରକ୍ରିୟା ଆରମ୍ଭ ହୋଇ ବାଲେଶ୍ୱର ସଦର, ରେମୁଣା, ବାହାନଗା ମଧ୍ୟ ଦେଇ ଗତି କରିଥିଲା । ପ୍ରାୟ ଅପରାହ୍ନ ୧ ଟା…

ଅଗ୍ରୀମ ୬୪୧.୬ କୋଟିକୁ ବାତ୍ୟା ପ୍ରଭାବିତଙ୍କପାଇଁ ବ୍ୟବହାର କରାଯାଉ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର – ମଇ ୧ରେ ଓଡିଶାକୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି(ଏସଡ଼ିଆରଏଫ)ରୁ କେନ୍ଦ୍ରୀୟ ଅଂଶର ପ୍ରଥମ କିସ୍ତି ଭାବରେ ଜାରୀ ଅଗ୍ରୀମ ୬୪୧.୬ କୋଟିକୁ ବାତ୍ୟା ପ୍ରଭାବିତଙ୍କ ପାଇଁ ବ୍ୟବହାର କରାଯିବା ଉପରେ  ମତପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…

ବିପଦର ବନ୍ଧୁ ସାଜି ଅସହାୟଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦେଉଛନ୍ତି ପ୍ରଶାସନିକ ଅଧିକାରୀ 

ପଦ୍ମପୁର- କରୋନା ମହାମାରୀ ଯୋଗୁଁ ସାରା ରାଜ୍ୟରେ ତାଳାବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତାଳାବନ୍ଦ ଯୋଗୁଁ ଲୋକମାନେ ଅତି ଆବଶ୍ୟକ ନ ହେଲେ ଘରୁ ବାହାରକୁ ବାହାରୁ ନାହାଁନ୍ତି । ଏପରି ମହାମାରୀର ପ୍ରଭାବ ଗରିବ ଅସହାୟ ତଥା ଖଟିଖିଆ ମାନଙ୍କ ଉପରେ ପଡୁଛି । ତାଳାବନ୍ଦ ଯୋଗୁଁ ଗରିବ…

୧୨୮ଟି ଜଳମଗ୍ନ ଗାଁର ସବୁ ପରିବାରକୁ ୭ ଦିନ ପାଇଁ ରିଲିଫ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

https://www.youtube.com/watch?v=vHrtA0SkYow ବାତ୍ୟା ପରବର୍ତ୍ତୀ ପରିସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ସାଢେ ୬ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ସ୍ଥାନାନ୍ତରିତ ବାତ୍ୟା ସମୟରେ କୋଭିଡ ହସ୍‌ପିଟାଲ ଗୁଡିକରେ ଚିକିତ୍ସା ସ୍ବଭାବିକ  ବାତ୍ୟା ସମୟରେ କୋଭିଡ…

ବୈଶାଖ ମେଳାରେ ଶୂନଶାନ ନୃସିଂହନାଥ ମନ୍ଦିର 

  ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଦୁର୍ଗାପାଲି ଗ୍ରାମରେ ରହିଛି ମହାପ୍ରଭୁ ନୃସିଂହନାଥ ( ମାର୍ଜର କେଶରୀ ) ଙ୍କର ମନ୍ଦିର । ଐତିହାସିକ ମାନଙ୍କର ମତ ଅନୁସାରେ ଅଷ୍ଟମ ଶତାବ୍ଦୀରେ ପାଟଣା ମହାରାଜ ହରିହର ଦେବ ଙ୍କର ଦ୍ୱାରା ଏହି ମନ୍ଦିର…

ଜେକେପୁର କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏସବିଆଇ ପକ୍ଷରୁ ୫ଟି ୱାଟର ଡିସପେନ୍ସର ପ୍ରଦାନ

ଉପକୃତ ହେବେ ଚିକିତ୍ସାଧୀନ କୋଭିଡ୍ ରୋଗୀ ରାୟଗଡ(ସରୋଜ କୁମାର ସାହୁ) : ମହାମାରୀ କରୋନା ମୁକାବିଲାରେ ରାୟଗଡ ଜିଲ୍ଳା ଜେକେପୁର କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ରୋଗୀ ଓ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀଙ୍କୁ ଆବଶ୍ୟକ ପଡୁଥିବା ଭଳି କିଛି ଉପକରଣ ପ୍ରଦାନ କରି ସହଯୋଗର ହାତ…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ

ବରଗଡ :- ଆଜି ଦୀପହରେ ବରଗଡ଼ ଜିଲ୍ଲା ପଦ୍ମପୁର ପାଇକମାଲ ବିଜୁ ଏକ୍ସପ୍ରେସ ୱେ ର ମଲଦା ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଜଣେ ବ୍ୟକ୍ତି ର ମୃତ୍ୟୁ ହୋଇଯାଇଥିବା ଜଣା ପଡ଼ିଛି । ପ୍ରାପ୍ତ ସୂଚନା ଅନୁସାରେ ନୂଆପଡା ଜିଲ୍ଲା ଖରିଆର ରୋଡ଼ ର ଅବିଦ ହୁସେନ ନାମକ ଜଣେ ବ୍ୟକ୍ତି ଏକ ବଜାଜ ପଲସର…

ବାତ୍ୟା ‘ୟଶ୍’ ପରବର୍ତୀ ମୁକାବିଲା ପାଇଁ ପ୍ରଭାବିତ ଅଂଚଳର ନେତୃବୃନ୍ଦଙ୍କ ସହ ବାତ୍ୟା ସ୍ଥିତି ପ୍ରସଙ୍ଗରେ ରାଜ୍ୟ…

ଭୁବନେଶ୍ୱର, : ବାତ୍ୟା ‘ୟଶ୍’ ଆଜି ମଧ୍ୟାହ୍ନରେ ଓଡିଶା ଉପକୂଳ ଅତିକ୍ରମ କରିସାରିଛି । ଏହା ପ୍ରଭାବରେ ଭଦ୍ରକ ଓ ବାଲେଶ୍ୱର ଅଧିକ ପ୍ରଭାବିତ ହେବା ସହ କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ପୁରୀ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ମୟୁରଭଂଜ, କେନ୍ଦୁଝର, ଗଂଜାମ ଜିଲ୍ଲାରେ ବର୍ଷା ଜାରୀ ରହିଛି…