ଜଗନ୍ନାଥଙ୍କ କାମ କେହି ଅଟକାଇ ପାରିବେନି : ମୁଖ୍ୟମନ୍ତ୍ରୀ
ପୁରୀ (ସ୍ୱତନ୍ତ୍ର ପ୍ରତିନିଧି) : "ଜଗନ୍ନାଥଙ୍କ କାମ କେହି ବି ଚାହିଁଲେ ଅଟକାଇ ପାରିବେନି" ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ | କରୋନା ମହାମାରୀ ପରେ ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ଯାଇ ଶ୍ରୀ ଜୀଉଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ପରେ…