ରାଜ୍ୟସ୍ତରୀୟ ନିଷ୍ପତ୍ତିକୁ ସମର୍ଥନ କରି ଗଜପତି ଜିଲ୍ଲା ଆଶାକର୍ମୀ ସଂଘ ପକ୍ଷରୁ ୫ ଦଫା ଦାବିପତ୍ର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସ୍ତରୀୟ ନିଷ୍ପତ୍ତିକୁ ସମର୍ଥନ କରି ଗଜପତି ଜିଲ୍ଲା ଆଶାକର୍ମୀ ସଂଘ ପକ୍ଷରୁ ୫ ଦଫା ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଭାରତୀୟ ମଜଦୁର ସଂଘର ଜିଲ୍ଲା ଶାଖା କର୍ମକର୍ତ୍ତା ଓ ଜିଲ୍ଲା ଆଶାକର୍ମୀ…