ଦକ୍ଷତା ବୃଦ୍ଧି ପରାମର୍ଶ ଶିବିର ଅନୁଷ୍ଠିତ
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)- ସ୍ଥାନୀୟ କୁଚିଣ୍ଡା ଆଦିବାସୀ ଭବନରେ ଓଡିଶା ସରକାର ଓ କେନ୍ଦ୍ର ସରକାରଙ୍କର ମିଳିତ ଉଦ୍ୟମରେ ଏକ ବୃତିଗତ ଉନ୍ନତି ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦ ନିର୍ଦ୍ଧେଶକ ତଥା ପୂର୍ବତନ ବିଧାୟକ ଶ୍ରୀ ବୃନ୍ଦାବନ ମାଝୀ…