ପ୍ରଫେସର ବଂଶୀଧର ମାଝି ଭିସୁଟର ନୂତନ କୁଳପତି
ସମ୍ବଲପୁର/ ରମାକାନ୍ତ ବିଶ୍ୱାଳ :ପ୍ରଫେସର ଡ. ବଂଶୀଧର ମାଝି ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ)ର ନୂତନ କୁଳପତି ରୂପେ ରାଜ୍ୟପାଳ ତଥା କୁଳାଧୂପତି ପ୍ରଫେସର ଗଣେଶୀଲାଲଙ୍କ ଦ୍ବାରା ସୋମବାର ଅବସ୍ଥାପିତ ହୋଇଛନ୍ତି। ସମ୍ବଲପୁର ଜ଼ିଲ୍ଲା ମାନେଶ୍ବର ବ୍ଲକ ଅନ୍ତର୍ଗତ ନୂଆଗାଁର…