ଆତ୍ମହତ୍ୟା କରିଛନ୍ତି ମୋନିକା ଯୋଶୀ :  ଏସପି 

ଝାରସୁଗୁଡା (ସୁବାସ ସାହାରେ) :  ଗତ ୧୦ ଫେବୃଆରୀରେ ଝାରସୁଗୁଡ଼ା ଜିଲ୍ଲାର ଇବ ରେଳ ଷ୍ଟେସନ ପାଖରୁ ମିଳିଥିବା ମୋନିକା ଯୋଶୀଙ୍କ ମୃତ୍ୟୁ ହତ୍ୟା ନୁହେଁ, ଆତ୍ମହତ୍ୟା ବୋଲି ଝାରସୁଗୁଡ଼ା ଏସପି ବିକାଶ ଚନ୍ଦ୍ର ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି। ରେଲୱେ ପୋଲିସ ପକ୍ଷରୁ ଘଟଣାର ତଦନ୍ତ…

ଭୁଲ ଅସ୍ତ୍ରୋପଚାର ଯୋଗୁଁ ଦାୟୀ କିଏ? 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଡାକ୍ତରଙ୍କୁ ଧରାରେ ଭଗବାନଙ୍କ ଅବତାର ମଣିଥାନ୍ତି ଲୋକେ। ଆଖିବୁଜି ବିଶ୍ୱାସ କରିଥାନ୍ତି। ଡାକ୍ତରଙ୍କ ଉପରେ ବିଶ୍ୱାସ ରଖି ନିଜର ରୋଗକୁ ଅଧା ଭୁଲି ଯାଆନ୍ତି ଲୋକେ। ମାତ୍ର ସେହି ଡାକ୍ତରଙ୍କ ଭୁଲ ପାଇଁ ଯଦି ସାଂଘାତିକ ପରିଣାମ ଲୋକଙ୍କୁ ଭୋଗିବାକୁ ପଡ଼େ, ତେବେ…

ବୁଗୁଡା ପଞ୍ଚାୟତ ସମିତି ପକ୍ଷରୁ ୧୦ ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଟ୍ରାଇ ସାଇକେଲ ପ୍ରଦାନ

ବୁଗୁଡା: (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ପଞ୍ଚାୟତ ସମିତି ପକ୍ଷରୁ ମାର୍ଚ୍ଚ ୪ ତାରିଖରେ ୧୦ ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି । ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମ…

ଆମେ ବିଶ୍ୱର ସବୁ ଦେଶ ସହ ବାଣିଜ୍ୟିକ  କାରବାର ପାଇଁ ଦ୍ୱାର ଉନ୍ମୁକ୍ତ  ରଖିଛୁ : କ୍ୟାପଟେନ ମିଶ୍ର 

ଫ୍ରାନ୍ସ ରାଷ୍ଟ୍ରଦୂତଙ୍କ ଓଡ଼ିଶା ଗସ୍ତ: ଶିଳ୍ପମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ସହ ଆଲୋଚନା ଭୁବନେଶ୍ୱର(ଶାସକ ପ୍ରଶାସକ) : ଭାରତରେ ଅବସ୍ଥାପିତ ଫ୍ରାନ୍ସର ରାଷ୍ଟ୍ରଦୂତ ମି. ଇମାନୁଏଲ୍ ଲେନାଇନଙ୍କ  ସହ ଏକ ପ୍ରତିନିଧି ଦଳ ଚାରିଦିିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତିା ତାଙ୍କ…

ମୟୂରଭଞ୍ଜ: ଜିଲ୍ଲା ପରିଷଦ ଦଶମ ବୈଠକ ଅନୁଷ୍ଠିତ 

ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲା ପରିଷଦର ଦଶମ ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସ୍ୱାନ ଭିଡିଓ କନ୍ଫରେନ୍ସିଂ ହଲ ପରିସରରୁ ଭିଡିଓ କନ୍ଫରେସିଂ ଜରିଆରେ ଜିଲ୍ଲାର  ସମସ୍ତ ୨୬ଟି ବ୍ଲକ କାର୍ଯ୍ୟାଳୟରେ ଥିବା ଭିଡିଓ କନ୍ଫରେସିଂ କକ୍ଷରେ ଅନୁଷ୍ଠିତ …

ପଞ୍ଚାୟତିରାଜ ଦିବସ ପାଳନ ଉପଲକ୍ଷେ ସବୁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଛୁଟି 

ଭୁବନେଶ୍ୱର :  ପଞ୍ଚାୟତିରାଜ ଦିବସ ପାଳନ ଉପଲକ୍ଷେ ମାର୍ଚ୍ଚ ୫ ତାରିଖ ରାଜ୍ୟର ଉଚ୍ଚଶିକ୍ଷା ଅଧୀନରେ ଥିବା ସବୁ ବିଶ୍ୱବିଦ୍ୟାଳୟ ଓ ସେମାନଙ୍କ  ଅଧୀନରେ ଥିବା ସବୁ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ବନ୍ଦ ରହିବ | ଆଜି ଏହି ମର୍ମରେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର…

ଧ‌ଉରାଖମଣ ନର୍ସରୀ ନିକଟରେ ଅଜଣା ଗାଡି ଧକ୍କାରେ ଯୁବକ ମୃତ ।

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ):  ସମ୍ବଲପୁର ଜିଲ୍ଲା କଦଳୀଗଡ ପଞ୍ଚାୟତ ଧ‌ଉରାଖମଣ ନିକଟ ନର୍ସରୀ ନିକଟରେ ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ସୂଚନାଯୋଗ୍ୟ ଯେ କନ୍ଧରା ଗ୍ରାମର ସନ୍ତୋଷ କର୍ମୀ ସୋନପୁର ଜିଲ୍ଲା ମୁରଷୁଣ୍ଢି ଗ୍ରାମକୁ ଏକ ବିବାହ ଭୋଜି ଖାଇବାକୁ…

ବସ-ବାଇକ ମୁହାଁମୁହିଁ : ତିନି ଜଣଙ୍କ ଦେହାନ୍ତ  !

କଳାହାଣ୍ଡି/ତୁଳମଣି ନାଗ (ଶାସକ ପ୍ରଶାସକ) ଗୋଲାମୁଣ୍ଡା ଥାନା ଅନ୍ତର୍ଗତ  ଡଙ୍ଗରିଗୁଡ଼ା ଛକ ନିକଟ  ମୋଡରାସ୍ତାରେ OR- 08- C-9153 ନମ୍ୱର୍ ଜୟ ଜଗନ୍ନାଥ ବସ୍ ଓ ମୋଟର ସାଇକେଲ ମୁହାମୁହି ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ହସ୍ତଗତ ହୋଇଛି | ଜଣକୁ  ଗୁରୁତର…

କାଜୁ ଚାଷ ପାଇଁ ଜାତୀୟ ସ୍ତରରେ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ସମ୍ମାନିତ

ଭୁବନେଶ୍ୱର,(ଶାସକ ପ୍ରଶାସକ) - କାଜୁ ଚାଷରେ ଏବଂ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଯୋଗୁ ଓଡ଼ିଶା କାଜୁ ନିଗମ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛିା ଗୋଆର ପାଣାଜୀଠାରେ ଭାରତ ସରକାରଙ୍କ କୃଷି ଓ ସମବାୟ ବିଭାଗ ଏବଂ କୋଚିସ୍ଥିତ କାଜୁ ଓ କୋକୋଆ ଉନ୍ନୟନ ନିର୍ଦ୍ଦେଶାଳୟ ଦ୍ୱାରା ଆୟୋଜିତ…

ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ : ୧୧୫୫ କୋଟି ୪୬ଲକ୍ଷ ୨୪ ହଜାର ଟଙ୍କାର ପ୍ରସ୍ତାବ ମଞ୍ଜୁର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ସମ୍ମିଳନୀ କକ୍ଷଠାରେ  ଗଜପତି ଜିଲ୍ଲା ଯୋଜନା କମିଟି ବୈଠକ , ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି ।…