ପ୍ରତ୍ୟେକ ଦମ୍ପନ୍ତିଙ୍କ ଦୁଇ ସନ୍ତାନ ଆଇନ ପ୍ରଣୟନ କରିବା ପାଇଁ ଦାବୀ ପତ୍ର
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)- ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ଓଡିଶା ପ୍ରଦେଶର ସମ୍ବଲପୁର ଜିଲ୍ଲା ଶାଖାର ସଭାପତିଙ୍କ ସମେତ ଜିଲ୍ଲାର କାର୍ଯ୍ୟକର୍ତ୍ତା ଓ ପ୍ରାଦେଶିକ ପଦାଧିକାରୀ ଏବଂ କାର୍ଯ୍ୟକାରିଣୀ ସଦସ୍ୟ ସଦସ୍ୟା ମାନେ ସମ୍ବଲପୁର ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ …