ଝାରସୁଗୁଡ଼ା ଜିଲ୍ଲାର କିରମିରା ବ୍ଲକରେ ଚାରିଟି ଉଚ୍ଚ ବିଦ୍ୟାଳୟକୁ ଆଦର୍ଶ ଉଚ୍ଚ ବିଦ୍ୟାଳୟ ଭାବରେ ଘୋଷଣା

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର କିରମିରା ବ୍ଲକର ଲୋକଙ୍କ ପାଇଁ ଖୁସି ଖବର। ବ୍ଲକର ଚାରିଟି ଉଚ୍ଚ ବିଦ୍ୟାଳୟକୁ ଆଦର୍ଶ ଉଚ୍ଚ ବିଦ୍ୟାଳୟ ଭାବରେ ଘୋଷଣା କରାଯାଇଛି। ରାଜ୍ୟ ପରିବାର ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତ୍ୟେକ ଆଦର୍ଶ ବିଦ୍ୟାଳୟ ପାଇଁ ୫୦,୦୦,୦୦୦ ଟଙ୍କା ଓ…

ସମ୍ବଲପୁରୀ ଭାଷାର ଲୋକପ୍ରିୟତାକୁ ନ୍ୟୁନ କରିବା ପାଇଁ ଅପଚେଷ୍ଟା ଅଭିଯୋଗ 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ସମ୍ବଲପୁରୀ ଭାଷାର ଲୋକପ୍ରିୟତାକୁ ନ୍ୟୁନ କରିବା ପାଇଁ ଅପଚେଷ୍ଟା ଚାଲିଥିବା ଅଭିଯୋଗ କରି ଏହାରି ଉପରେ  ଆମର ଭାଷା ଅଗବା ସମ୍ବଲପୁରୀ ପକ୍ଷରୁ  ଏକ ସାମ୍ବାଦିକ ସମ୍ମିଳନୀରେ ଉଦବେଗ ପ୍ରକାଶ କରାଯାଇଛି  । ଏଥିରେ  ଅନୁଷ୍ଠାନ ପକ୍ଷରୁ  ରାଜେଶ କୁମାର ବେହେରା…

ହିଣ୍ଡାଲ୍‍କୋର ଟିକାକରଣ ଅଭିଯାନ ସଠିକ ମାର୍ଗରେ ଅଗ୍ରସର ହେଉଛି

ଭୁବନେଶ୍ୱର : ସ୍ୱାସ୍ଥ୍ୟଯତ୍ନ  ଯେତେବେଳେ ସରକାରୀ ନୀତିର ଅଗ୍ରାଧିକାର ତାଲିକା ଶୀର୍ଷରେ ରହିଛି, ସେତେବେଳେ ସମ୍ବଲପୁର ଜିଲାର ହୀରାକୁଦରେ ପିପିପି (ସରକାରୀ-ଘରୋଇ-ସହଭାଗିତା) ପଦ୍ଧତି ଏକ ନୂଆ ମାର୍ଗଦର୍ଶନ କରାଇଛି । ଆଦିତ୍ୟ ବିର୍ଲା ଗ୍ରୁପ୍‍ର କମ୍ପାନୀ ହିଣ୍ଡାଲ୍‍କୋ ସମ୍ବଲପୁରର…

ମୟୂରଭଞ୍ଜ ଜିଲ୍ଲା ବାର ଆସୋସିଏସନ ନିର୍ବାଚନ : ପ୍ରବୀର ବସା ସଭାପତି, ବସନ୍ତ ଭୋଳ ସମ୍ପାଦକ ଭାବେ ନିର୍ବାଚିତ

ବାରିପଦା(ଦିଲ୍ଲୀପ ମହାନ୍ତି )-ମାର୍ଚ୍ଚ  ୨୭ ତାରିଖରେ ଅନୁଷ୍ଠିତ  ମୟୂରଭଞ୍ଜ ବାର ଆସୋସିଏସନ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି  ଓ  ସଭାପତି ଭାବେ ପ୍ରବୀର ବସା ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ଶ୍ରୀବସା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି  ଗିରେନ୍ଦ୍ର କୁମାର ଗୋସ୍ୱାମୀଙ୍କୁ ୧୭୭…

କି ଦାୟିତ୍ବହୀନ : ଗର୍ଭନିରୋଧକ କପର ଟି ଖୋଲିବାବେଳେ ଔଷଧ ବଦଳରେ ଢାଳିଦେଲେ ଏସିଡ  

ମହିଳା ଗୁରୁତର, ପିଆରଏମ ରେ ଭର୍ତ୍ତି, ଦୋଷ ମାନୁଛନ୍ତି କର୍ମଚାରୀ ବାରିପଦା(ଦିଲ୍ଲୀପ ମହାନ୍ତି) : ହସ୍ପିଟାଲ କର୍ମଚାରୀଙ୍କ ଚରମ ଅବହେଳା। ଜଣେ ମହିଳାଙ୍କର ଗର୍ଭନିରୋଧକ କପର ଟି ଖୋଲିବାବେଳେ ଔଷଧ ବଦଳରେ ଏସିଡ ଢାଳିଦେଲେ । ଅସହ୍ୟ ଯନ୍ତ୍ରଣାରେ ଜର୍ଜରିତ ମହିଳା ଚିକିତ୍ସା ନିମନ୍ତେ…

ବସ ଓଲଟି ଜଣେ ମୃତ ବହୁ ଆହତ। 

ଟିଟିଲାଗଡ,  (ଗୌରବ ଦର୍ଜୀ): ଯାତ୍ରୀବାହୀ ବସ ଓଲଟି ଜଣ କର ମୃତ୍ୟୁ ଘଟିଥିବା ବେଳେ ୨୫ ରୁ ଉର୍ଦ୍ଧ ଆହତ ହୋଇଛନ୍ତି।  ଆଜି ସଂଧ୍ୟାରେ ଭବାନୀପାଟଣା ରୁ ମଣିବାବା ନାମକ ଏକ ଘରୋଇ ବସ ବାହାରି ନୂଆପଡା ଜିଲ୍ଲାର ଖରିଆର ଅଭିମୁଖେ ନୃସିଂହନାଥ ଆସୁଥିବା ବେଳେ ସିନ୍ଧେକେଲା ଥାନା ତୁର୍କୀଭଟା ଗାଁ…

କଂଗ୍ରେସ ନେତା ବୁଦ୍ଧରାମ କାଶ୍ୟପଙ୍କୁ ହତ୍ୟା କଲେ ମାଓବାଦୀ ।

ମାଲକାନଗିରି (ବି ଶ୍ରୀନିବାସ ପାତ୍ର) ସୀମାନ୍ତ ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲାରେ ମାଓବାଦୀମାନେ ପୁଣି ଥରେ ସେମାନଙ୍କର କାପୁରୁଷ ପଣିଆ କାର୍ଯ୍ୟ ଦେଖାଇଛନ୍ତି। ମିରତୁର ଅଞ୍ଚଳର ଜିଲ୍ଲା ପଞ୍ଚାୟତ ସଦସ୍ୟ ବୁଦ୍ଧରାମ କାଶ୍ୟପଙ୍କୁ ଗୁଳି କରି ହତ୍ୟା କରିଛନ୍ତି ମାଓବାଦୀ।  ମାଓବାଦୀମାନେ…

ଉତ୍କଳ ଦିବସ ପାଳନ ଉପଲକ୍ଷେ ଜିଲ୍ଲାସ୍ତରୀୟ ବକ୍ତୃତା ପ୍ରତିଯୋଗୀତା

ରାୟଗଡା/ ସରୋଜ କୁମାର ସାହୁ :ରାୟଗଡ଼ା ଜିଲ୍ଲାରେ  ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ପାଳନ ଅବସରରେ ବକ୍ତୃତା (ଓଡିଆ) ପ୍ରତିଯୋଗୀତା ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ଇଂରାଜି ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବକ୍ତୃତା ପ୍ରତିଯୋଗିତାରେ ( ଓଡିଆ) (ନବମ ଓ ଦଶମ ଶ୍ରେଣୀ)…

ବିଜେପିକୁ ଜିତାଇ ପଶ୍ଚିମବଙ୍ଗରେ ସୁନାର ବଙ୍ଗଳା ତିଆରି କରିବା ପାଇଁ ମାତୃଶକ୍ତି କଟିବଦ୍ଧ – ଧର୍ମେନ୍ଦ୍ର…

ପଶ୍ଚିମବଙ୍ଗରେ  ମାତୃଶକ୍ତି ଜନସଭା ଏବଂ ନିର୍ବାଚନୀ ଶୋଭାଯାତ୍ରାରେ ସମ୍ବୋଧିତ କଲେ କେନ୍ଦ୍ରମନ୍ତ୍ରୀ ନୂଆଦିଲ୍ଲୀ/ଭୁବନେଶ୍ୱର– ପଶ୍ଚିମବଙ୍ଗର ମାତୃଶକ୍ତି ତଥା ମାଆ ଭଉଣୀମାନେ ଚଳିତ ନିର୍ବାଚନରେ ଟିଏମସିର ୧୦ ବର୍ଷର ଶାସନକୁ ପରିବର୍ତନ କରିବା ସହ ବିଜେପି ପ୍ରାର୍ଥୀଙ୍କ ବିଜୟକୁ ସୁନିଶ୍ଚିତ…

କାନପୁର ପ୍ରକଳ୍ପ ବିସ୍ଥାପିତଙ୍କ ମୌଳିକ ସମସ୍ୟା ପ୍ରତି ଦୃଷ୍ଟି ଦିଆଯାଉନଥିବାରୁ ବିଜେପିର ଉଦବେଗ

ବିଜେପି ବିଲେଇପଦା ମଣ୍ଡଳର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଥଇଥାନ କାର୍ଯ୍ୟ ସଂପୂର୍ଣ ନ କରିବା ପର୍ଯ୍ୟନ୍ତ ବିସ୍ଥାପିତଙ୍କୁ ବାସଚ୍ୟୁତ କରାନଯାଉ : ମୁରଲୀ  ୧୦ ବର୍ଷରୁ ଅଧିକ ସମୟ ହେଲା ସେମାନଙ୍କ ମୌଳିକ ସମସ୍ୟା ପ୍ରତି ଦୃଷ୍ଟି ଦିଆଯାଉନି : ସୁକେଶୀ  ବଡ଼ବିଲ : ବିଜେପି…