ପାଣି ସମସ୍ୟାକୁ ନେଇ ଗରିବ ସେନାର ସର୍ବଦଳୀୟ ବୈଠକ।
ଟିଟିଲାଗଡ଼ (ଗୌରବ ଦର୍ଜୀ) : ଟିଟିଲାଗଡ଼ରେ ପାନୀୟ ଜଳ ସମସ୍ୟା ଦିନକୁ ଦିନ ଉତ୍କଟ ରୂପ ଧାରଣ କରିଥିବା ବେଳେ ସାଧାରଣ ଜନତା ଅତିଷ୍ଠ ହୋଇପଡିଲେଣି । ତେବେ ସ୍ଥାନୀୟ ପ୍ରଶାସନ ପାନୀୟ ଜଳ ସମସ୍ୟା ର ସମାଧାନ ରେ ବିଫଳ ଥିବା ନେଇ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳୁଛି। ଶେଷ ଥର ପାଇଁ ଗତ ୧୨…