ଆଦିବାସୀ ବହୁଳ ଝାମ୍ମି ସମେତ ୨୩ଟି ଟିକାଦାନ କେନ୍ଦ୍ରରେ କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମ ଜାରୀ 

୨୩୦୦ରୁ ଉର୍ଦ୍ଧ୍ବଙ୍କୁ  କୋଭିଡ୍ ଟୀକାକରଣ ବ୍ୟବସ୍ଥା ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲାର ଆଦିବାସୀ ବହୁଳ ଗୁମ୍ମା  ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଝାମ୍ମି ଗ୍ରାମ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଖୋଲା ଯାଇଥିବା  ଟିକାଦାନ କେନ୍ଦ୍ର ସମେତ ଜିଲ୍ଲାର ୨୩…

ଭିମସାର ରକ୍ତଭଣ୍ଡାରରେ ରକ୍ତର ଅଭାବ ପୁରଣ ପାଇଁ ରକ୍ତଦାନ ଶିବିର।

ସମ୍ବଲପୁର (ରମାକାନ୍ତ ବିଶ୍ୱାଳ) :  ସମ୍ବଲପୁର କ୍ଷେତରାଜପୁର ସ୍ଥିତ ଭୋଜପରୀ ଭବନ ଠାରେ ବୀର ସୁରେନ୍ଦ୍ର ସାଏ ଆର୍ୟୁବିଜ୍ଞାନ ସଂସ୍ଥାନ ଏବଂ ଭୋଜପୁରୀ ସମାଜ ସମ୍ବଲପୁର ର  ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରରେ ସମୁଦାୟ ୧୮୦ ୟୁନିଟ ରକ୍ତ…

ଗଞ୍ଜେଇ ଜବତ : ଅଭିଯୁକ୍ତ ଗିରଫ 

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ସାଲେପାଲି ଗ୍ରାମ ନିକଟରେ ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଙ୍କର ନେତୃତ୍ୱରେ ପୋଲିସ ଟିମ ସୁରେଶ ମେହେର ନାମକ ଜଣେ ବ୍ୟକ୍ତି କୁ ଗିରଫ କରି ତାର ନିକଟରୁ ପ୍ରାୟ ସାଢ଼େ ଆଠ କେଜି ଗଞ୍ଜେଇ ଜବତ କରିଛି । ପ୍ରାପ୍ତ ସୂଚନା…

ସମ୍ବଲପୁର ଦେବାଇପାଲି ଗ୍ରାମ ଠାରେ ଓଡ଼ିଶା ରବିଦାସ ସମାଜର ସାଧାରଣ ବୈଠକ

ସମ୍ବଲପୁର(ରମାକାନ୍ତ ବିଶ୍ୱାଳ):ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ ଦେବାଇପାଲି ଗ୍ରାମ ଠାରେ ଓଡ଼ିଶା ରବିଦାସ ସମାଜର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଓଡ଼ିଶା ରବିଦାସ ସମାଜ ସମ୍ବଲପୁର ଜିଲ୍ଲା କମିଟି ର ସଭାପତି କେଶବ ରୋହିଦାସ, ଉପସଭାପତି ଦିଲ୍ଲୀପ ମେହେର, ସମ୍ପାଦକ…

ବିଧାୟକଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ କାର୍ଯ୍ୟ ଲୋକାର୍ପିତ।

ସମ୍ବଲପୁର (ରମାକାନ୍ତ ବିଶ୍ୱାଳ):  ଯୁଯୋମୁରା ବ୍ଲକ ମେଘପାଳ ପଞ୍ଚାୟତରେ ଆଜି ସରକାରୀ ଉପମୁଖ୍ୟ ସଚେତକ ତଥା ରେଢାଖୋଲ ବିଧାୟକ ଇଂ ରୋହିତ ପୂଝାରୀଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ କାମ ଲୋକାର୍ପିତ ହୋଇଛି । ଏହି ପଞ୍ଚାୟତର ଟାମ୍ପରସିଙ୍ଗା ଠାରେ ଓଡିଶା ସରକାରଙ୍କ ଅନସୁଚିତ ଜନ ଜାତି ବିଭାଗ…

ଟଙ୍କା ହଡପ କରିଥିବା ମାମଲାକୁ ଖଣ୍ଡନ କଲେ ପୂର୍ବତନ ଭୂ-ଅର୍ଜନ ଅଧିକାରୀ 

ନୂଆପଡା/ ଅମିତ ପୁରୋହିତ : ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ତିଖାଲି ଠାରେ ନିର୍ମାଣ ହୋଇଥିବା ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପରେ ବିସ୍ଥାପିତ ହୋଇଥିବା ଗୋଟିଏ ପରିବାର ର ୨୧ ଲକ୍ଷ ୮୦ ହଜାର ଟଙ୍କାର ଥଇଥାନ ରାଶି ହଡପ ହୋଇଥିବା ନେଇ ପୂର୍ବତନ ଭୂ-ଅର୍ଜନ ଅଧିକାରୀ ନନ୍ଦ କିଶୋର ତାଣ୍ଡି ଙ୍କ ନାଁ…

କରୋନା ସ୍ଥିତି ଅନୁଧ୍ୟାନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନୂଆପଡା ଗସ୍ତ  

ନୂଆପଡା(ଅମିତ ପୁରୋହିତ) ; ଛତିଶଗଡର ସୀମାନ୍ତ ନୂଆପଡା ଜିଲ୍ଲାରେ କରୋନା ସଂକ୍ରମଣ ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାରେ କରୋନା ସ୍ଥିତି ର ଅନୁଧ୍ୟାନ ପାଇଁ ଆଜି ମୁଖ୍ୟ  ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଅତିରିକ୍ତ ଶାସନ  ସଚିବ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ହାରିବା ଭୟରେ ବିଜେପିର ମିଛ ଅଭିଯୋଗ: ବିଜେଡି

ଭୁବନେଶ୍ୱର,: ପିପିଲି ଉପନିର୍ବାଚନରେ ହାରିବା ନିଶ୍ଚିତ ବୋଲି ଜାଣିବା ପରେ ବିଜେପି ଏବେ ବିଜେଡି ବିରୁଦ୍ଧରେ ହିଂସାକାଣ୍ଡ ଭଳି ମିଛ ଅଭିଯୋଗ ଲଗାଇବା ଆରମ୍ଭ କରିଛି । ବାସ୍ତବରେ ପିପିଲିରେ ବିଜେପି ହିଁ ବିଜେଡି ଉପରେ ଆକ୍ରମଣ କରିଛି ଏବଂ ଏ ସଂକ୍ରାନ୍ତରେ ବିଜେଡି ପକ୍ଷରୁ ସ୍ଥାନୀୟ ଥାନାରେ…

ମାନସିଂହ ସାହିତ୍ୟ ସଂସଦର ମାସିକ କବିତା ଆସର ଅନୁଷ୍ଠିତ

ମାନସିଂହ ସାହିତ୍ୟ ସଂସଦର ମାସିକ ଅନଲାଇନ କବିତା ଆସର ଏପ୍ରିଲ ମାସ ୧୦ ତାରିଖ ସନ୍ଧ୍ୟା ୭ଟା ରେ ଅନୁଷ୍ଠିତ ହୋଇ ସାରିଛି। ଏହି ଆସରକୁ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ବିଷ୍ଣୁପ୍ରସାଦ ଦଳାଇ ଆରମ୍ଭ କରିବା ସହ କବିତାର ଅର୍ଥ ବୁଝାଇ ଥିଲେବ। ଅନୁଷ୍ଠାନର ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରେମାନନ୍ଦ…

ବଲାଙ୍ଗିର ବିକାଶକୁ ନେଇ ସାମ୍ବାଦିକଙ୍କ ପରାମର୍ଶ ଲୋଡିଲେ ନରସିଂହ

ଗଠନମୂଳକ ସମାଲୋଚନା ସ୍ୱାଗତ ଯୋଗ୍ୟ ମହାରାଣୀ ସାଗରକୁ ମିଳିଲା ୨୦ କୋଟି, ଗନ୍ଧରେଲ  ପାଇଁ ୩ କୋଟି  ଶିଘ୍ର ଆରମ୍ଭ ହେବ ବାଇପାସ କାମ ବଲାଙ୍ଗିରରେ ଆଇନ ବିଶ୍ୱବିଦ୍ୟାଳୟ ପାଇଁ ହେବ ଜୋରଦାର ଦାବୀ   ବଲାଙ୍ଗିର(ନିରୋଜ ମିଶ୍ର) :  ବଲାଙ୍ଗିର ବିକାଶ ତଥା ବିଭିନ୍ନ…