ଖାଣ୍ଡବା ଗ୍ରାମରେ “ସଖୀ”- ୱାନଷ୍ଟପ କେନ୍ଦ୍ର ପକ୍ଷରୁ ବାଲ୍ୟ ବିବାହ ନିଷେଧ ଆଇନ ସମ୍ପର୍କିତ ସଚେତନତା…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : "ସଖୀ"- ୱାନଷ୍ଟପ କେନ୍ଦ୍ର ପକ୍ଷରୁ ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖଣ୍ଡବା ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟର ସଭାଗୃହ ଠାରେ ବାଲ୍ୟ-ବିବାହ ନିଷେଧ ଆଇନ ସମ୍ପର୍କିତ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  କାଶୀନଗର…

ନିଜର ହିଂସ୍ର ଆଚରଣ ଲୁଚାଇବାକୁ ବିଜେପିର କୁମ୍ଭୀର କାନ୍ଦଣା: ବିଜେଡି

ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଜେପି ନିଜର ହିଂସ୍ର ଆଚରଣ ଲୁଚାଇବାକୁ ଯାଇ ଚୋର ମୁହଁ ଟାଣ ନ୍ୟାୟରେ ଆଜି ପୁଣି ଥରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟକୁ ଯାଇ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍‍ ମହାନ୍ତି  | ବିଜେପି ଅଭିଯୋଗର ଜବାବ ଦେଇ ଶ୍ରୀ…

ଏବେ ବି ପଲିଥିନ ତଳେ ରହୁଛନ୍ତି ଫନି ବାତ୍ୟା ବିପନ୍ନ ପିପିଲି-ଡେଲାଙ୍ଗବାସୀ: ସମୀର ମହାନ୍ତି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୂଳକ ନୀତିରେ ସାରା ଦେଶବାସୀ ଅନୁପ୍ରାଣିତ ହୋଇଛନ୍ତି । ଆଗାମୀ ପିପିଲି ଉପନିର୍ବାଚନରେ ପିପିଲିବାସୀ ମୋଦିଜୀଙ୍କୁ ସମର୍ଥନ କରିବେ ଏବଂ ବହୁମତରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ବିଜୟୀ କରାଇବେ ବୋଲି ପିପିଲିବାସୀ…

ଭଦ୍ରକ ରେଇଳବାଇ ପୋଲିସ ଦ୍ୱାରା ଦୁଇ ମୋବାଇଲ ଲୁଟେରା ଗିରଫ,୧୩ଟି ମୋବାଇଲ ଜବତ l

ଭଦ୍ରକ/ ସତ୍ୟଭୂଷଣ ସ୍ୱାମୀ  :  ହାଓଡ଼ା-ଜସବନ୍ତପୁର ଟ୍ରେନରେ ଯାତ୍ରା କରୁଥିବା ବେଳେ ଭଦ୍ରକ ରେଳବାଇ ପୋଲିସ ପକ୍ଷରୁ ରାଜୁ (ରାଜେଶ ବେହେରା )ଏବଂ ଜିତୁ (ଜିତେଦ୍ର ସିଂ ) ଏହି ଦୁଇଜଣ ଲୁଟେରା ଧରାପଡ଼ିଛନ୍ତି । ଖାବର ଅନୁସାରେ ରେଳବାଇ ସଂନ୍ଦେହ କରି ସେମାନଙ୍କୁ ଯାଞ୍ଚ କଲାପରେ ସେମାନଙ୍କ…

ଡ଼ୁଡୁକିଦାଦର  ପ୍ର ଉ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ସଫଳତା 

ବରଗଡ଼ : ବରଗଡ଼ ଜିଲ୍ଲାର ଆଦର୍ଶ ବିଦ୍ୟାଳୟର ଫଳା ଫଳ ଘୋଷିତ ହୋଇଛି । ଘୋଷିତ ହୋଇଥିବା ଫଳାଫଳରେ ଝାରବନ୍ଧ ବ୍ଲକ ଡୁଡୁକିଦାଦାର ବିଦ୍ୟାଳୟର ମୋଟ ଛଅ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।  ସେମାନେ ହେଲେ ଆୟତି ସିଦାର ,କମଳାକାନ୍ତ ନାଏକ,ନନ୍ଦିନୀ ଧୁବଲ୍ , ଓମପ୍ରକାଶ ସିଦାର୍ ,ଆଦର୍ଶ…

ବାହାର ଅଂଚଳର ଲୋକଙ୍କୁ ମା ତାରାତାରିଣୀ ଦର୍ଶନ ମନା

ବୁଗୁଡ଼ା : କରୋନା ବ୍ୟାପୁଥିବା ଦୃଷ୍ଟିରୁ ବାହାର ଅଂଚଳର ଲୋକଙ୍କୁ ମା ତାରାତାରିଣୀ ଦର୍ଶନ ମନା | ଦର୍ଶନ ପାଇଁ ବାହାରୁ କେହି ନଆସିବା ପାଇଁ ପ୍ରଶାସନ ପକ୍ଷରୁ କରାଗଲା  ଅନୁରୋଧ | ବାହାର ଅଂଚଳର ଗାଡିକୁ ମନ୍ଦିର ମଧ୍ୟକୁ ପ୍ରବେଶ ଉପରେ କଟକଣା |  କେବଳ ସ୍ଥାନୀୟ ଅଂଚଳର ଲୋକ କରିପାରିବେ…

ଆସନ୍ତା କାଲିଠାରୁ ଆନ୍ଧ୍ର ଓଡ଼ିଶା ସୀମାରେ ଯାଞ୍ଚ କଡାକଡି କରାଯିବ

" ରାୟଗଡ ଜିଲ୍ଲାପାଳ ଅନୁଧ୍ୟାନ  କଲେ ତାଡ଼ମl କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ଓ କେରଡ଼ା ଚେକ ପଏଣ୍ଟ " ରାୟଗଡ/ ସରୋଜ କୁମାର ସାହୁ:ଦେଶରେ ପୁଣି ଥରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ଓ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ…

ଆହାର କେନ୍ଦ୍ର ସଫଳତାର ବଳ ପାଲଟିଛନ୍ତି ମିଶନଶକ୍ତିର ମହିଳା ଗୋଷ୍ଠୀ

ଭୁବନେଶ୍ୱର : ରାଜ୍ୟରେ ଥିବା ଆହାର କେନ୍ଦ୍ର ଗୁଡିକର ବଳ ପାଲଟିଛନ୍ତି ମିଶନ ଶକ୍ତିର ମହିଳା ଗୋଷ୍ଠୀ । ମହିଳା ଗୋଷ୍ଠୀର ସଫଳ ପରିଚାଳନା ଓ ସହଯୋଗ ଲାଗି ସହରାଚଂଳର ଆହର କେନ୍ଦ୍ରଗୁଡିକ ଏବେ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢିବାରେ ଲାଗିଛି । ମହିଳାମାନଙ୍କୁ ଆତ୍ମନିର୍ଭର ପାଇଁ ସବୁ…

ଗଜପତି ପ୍ରବେଶ ପାଇଁ ଲାଗିଲା କଟକଣା

https://www.youtube.com/watch?v=qbbLyi1AMh4  ଆସନ୍ତା ୧୨ ତାରିଖ ଠାରୁ ଗଜପତି ଜିଲ୍ଲାକୁ ପ୍ରବେଶ କଲେ ୭୨ଘଣ୍ଟା ମଧ୍ୟରେ ହୋଇଥିବା ଆର୍‌ଟି-ପିସିଆର୍ ନେଗେଟିଭ୍ ପ୍ରମାଣ ପତ୍ର କିମ୍ବା କରୋନା ଟୀକା ଦ୍ୱିତୀୟ ଡୋଜ୍ ପ୍ରମାଣ ପତ୍ର ଦେଖାଇବା ବାଧ୍ୟତା ମୂଳକ : ଜିଲ୍ଲାପାଳ …

ହାଇଦର କଟକ ବଡ ଡାକ୍ତରଖାନାରୁ ଫେରାର  ଘଟଣା :  ସମ୍ବଲପୁରରେ ହଲଚଲ।

 ତୁହା କୁ ତୁହା ଜରୁରୀ ବୈଠକ, ୬ ପୋଲିସ କର୍ମଚାରୀ ନିଲମ୍ବିତ। ସମ୍ବଲପୁର(ରମାକାନ୍ତ ବିଶ୍ୱାଳ) : ହାଇଦର ଫେରାର ହେବା ଘଟଣା କୁ ନେଇ ସମ୍ବଲପୁର ରେ ଆରମ୍ଭ ହୋଇଛି ପ୍ରଶାସନିକ ହଲଚଲ । ମଣ୍ଡଳ ଜେଲ, ବୁର୍ଲା ଭିମସାର  ଓ ସମ୍ବଲପୁର ଏସପିଙ୍କ କାର୍ଯ୍ୟାଳୟ ରେ ବସିଛି ତୁହା କୁ ତୁହା ଜରୁରୀ…