ନକଲି ଇନକମ ଟାକ୍ସ ଅଫିସର ଗିରଫ
ସମ୍ବଲପୁର (ରମାକାନ୍ତ ବିଶ୍ୱାଳ) - ସମ୍ବଲପୁର ପୋଲିସ ଦ୍ୱାରା ନକଲି ଇନକମ ଟାକ୍ସ ଅଫିସର ଗିରଫ। ବାଙ୍ଗାଲୁରୁ ରୁ ଗିରଫ। ଏହି ନକଲି ଇନକମ ଟେକ୍ସ ଅଫିସର କୁ ଗିରଫ କରାଯାଇଥିବା ସୁଚନା ଦେଇଛନ୍ତି ସମ୍ବଲପୁର ଏସପି । ଗତ କିଛି ମାସ ମଧ୍ୟରେ ସାରା ଦେଶ ସହ ସମ୍ବଲପୁର ଓ ରାଜ୍ୟର ବିଭିନ୍ନ…