କନସିଂହାରେ କରିସ୍ମା କଂପ୍ୟୁଟର ଶିକ୍ଷା କେନ୍ଦ୍ର ଉଦଘାଟିତ ।
ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ନିକଟସ୍ଥ କନସିଂହା ଛକ ଠାରେ ନାଇସ (ଏନଆଇଏସଆଇ) କରିସ୍ମା କଂପ୍ୟୁଟର ଶିକ୍ଷା କେନ୍ଦ୍ର ଉଦଘାଟିତ ହୋଇଛି।ଅତିଥିମାନେ ଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ ।ଭୋପାଳ ବୁଡେକ ଉଦଘାଟନୀ କାର୍ଯ୍ୟକ୍ରମକୁ ପରିଚାଲନା କରିଥିଲେ ।ଶିକ୍ଷାକେନ୍ଦ୍ରର ପରିଚାଲକ…