ଦରଦାମ୍ ବୃଦ୍ଧି, ଖାଉଟି ସାମଗ୍ରୀର କଳାବଜାର ନିୟନ୍ତ୍ରଣ କରିବାକୁ ପ୍ରଶାସନର ଚଢ଼ାଉ ।
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ଦର ଦାମ ବୃଦ୍ଧି, ଖାଉଟି ସାମଗ୍ରୀର କଳାବଜାର ରୋକିବାକୁ ମଙ୍ଗଳବାର ରେଢ଼ାଖୋଲ ଦୈନିକ ବଜାର କଦମ୍ବପଢିଆ ଠାରେ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି।ଏହି ଚଢାଉରେ ଉପଜିଲ୍ଲାପାଳ ପରୀକ୍ଷିତ ସାହୁ, ଅତିରିକ୍ତ ତହସିଲଦାର ଅମୂଲ୍ୟ ବାଘ, ଏନଏସି…