ବ୍ରହ୍ମପୁରଠାରେ ବିଜେଡି ବିଧାୟକଙ୍କ ଅସ୍ଥାୟୀ ହୋଟେଲରେ ମୈାଜ ମଜଲିସ୍ କରିବା ଜନବିରୋଧୀ : ଭୃଗୁ ବକ୍ସିପାତ୍ର

ଭୁବନେଶ୍ୱର:ଓଡିଶା ପ୍ରଦେଶରେ ଆସନ୍ନ ମରୁଡି କାରଣରୁ ଆଜି ଚାଷୀକୁଳ ଚିନ୍ତାଗ୍ରସ୍ତ । ଅନ୍ୟ ପଟେ ଶାସକ ବିଜେଡି ନିଜ ଦଳୀୟ ବିଧାୟକଙ୍କୁ ନେଇ ମୈାଜ ମଜଲିସରେ ବ୍ୟସ୍ତ । ନିଜ ମୈାଜ ମଜଲିସ୍ ପାଇଁ ସାଧାରଣ ଜନତାଙ୍କ ସ୍ୱାର୍ଥ ଓ ଅଧିକାରକୁ ଜଳାଞ୍ଜଳୀ ଦେଇ ଶାସକ ବିଜେଡିର ଏଭଳି ଆଭିମୁଖ୍ୟକୁ…

ମୋହନା ଏମକେସିଜି ବିଦ୍ୟାଳୟ ସଂପାଦକଙ୍କ ମନମାନୀ ଓ ଦୁର୍ନିତୀ ସମ୍ପର୍କରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ଠାରେ ରହିଥିବା ଜିଲ୍ଲାର ଏକମାତ୍ର ସ୍ୱତନ୍ତ୍ର ବିଦ୍ୟାଳୟ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟର ବହିସ୍କୃତ ଶିକ୍ଷକ ଓ କର୍ମଚାରୀଙ୍କ ସମସ୍ୟାର ସମାଧାନ ଏବଂ ସମ୍ପୃକ୍ତ ବିଦ୍ୟାଳୟର ପରିଚାଳନାରେ…

ଶ୍ରୀନଗର ସିଆରପିଏଫ ଶିବିରରୁ ଜୁପିଟର ଆନ୍ତର୍ଜାତୀୟ ବିଦ୍ୟାଳୟ,ରାୟଗଡକୁ ଶୁଭେଚ୍ଛା ଓ ସାଧୁବାଦ

ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ସହର ସ୍ଥିତ ଜୁପିଟର ଆନ୍ତର୍ଜାତୀୟ ବିଦ୍ୟାଳୟରେ ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗତ ଅଗଷ୍ଟ 21 ତାରିଖରେ ସ୍ଥାନୀୟ ସି.ଆର୍.ପି.ଏଫ୍. ଶିବିର ଯାଇ ବିଦ୍ୟାଳୟର ଛାତ୍ରୀ, ଶିକ୍ଷକ ଓ ଶିକ୍ଷୟତ୍ରୀ ବୃନ୍ଦ ଯବାନ ମାନଙ୍କୁ ନିଜ ହାତ ତିଆରି…

ପଦ୍ମପୁର ମରୁଡି ଅଞ୍ଚଳ ଗସ୍ତରେ ବିଜେପି ଟିମ ।

ପଦ୍ମପୁର(ଶାସକପ୍ରଶାସକ)-ସମ୍ଭାବ୍ୟ ମରୁଡିକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧି ମଣ୍ଡଳୀ ଶନିବାର ପଦ୍ମପୁର ଗସ୍ତରେ ଆସୁଥିବା ନେଇ ବିଜେପି କୃଷକ ମୋର୍ଚ୍ଚାର ବରଗଡ ଜିଲ୍ଲା ସଭାପତି ଶ୍ରୀକାନ୍ତ ମିଶ୍ର ସୂଚନା ଦେଇଛନ୍ତି । ଶନିବାର ଦିନ ୧୧ ଘଣ୍ଟା ସମୟରେ ବିଜେପି ବିଧାୟକ…

ବଢ଼ିବାରେ ଲାଗିଛି ହାତୀ ଉପଦ୍ରବ: ଜଙ୍ଗଲ ବିଭାଗ ଦ୍ଵାରା କରାଯାଇଛି ଲୋକଙ୍କୁ ସଚେତନ

ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତ ର ପାଦଦେଶରେ ଅବସ୍ଥିତ ଗ୍ରାମ ଗୁଡ଼ିକ ରେ ଗତ ତିନିଦିନ ହେବ ଦୁଇଗୋଟି ଦନ୍ତା ହାତୀ ବୁଲୁଥିବା ଦେଖିବାକୁ ମିଳିଛି । ଗତକାଲି ସନ୍ଧ୍ୟାରେ ହାତୀ ଦୁଇଟି ମିଠାପଲି ଗ୍ରାମ ନିକଟରେ ଥିବା ଜଙ୍ଗଲରେ…

ସମ ଅଲ୍ଲ୍ଟିମେଟ ମେଡିକେୟାର ରେ ପ୍ରଥମ ଥର ପାଇଁ ସିଆଲୋଏନ୍ଡୋସ୍କୋପିକ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଓଡିଶାରେ ପ୍ରଥମ ଥର ପାଇଁ ସମ ଅଲ୍ଟିମେଟ ମେଡିକେୟାରରେ ଅତ୍ୟାଧୁନିକ ସିଆଲୋଏଣ୍ଡୋସ୍କୋପିକ ପ୍ରକ୍ରିୟାରେ ଚିକିତ୍ସା ଆରମ୍ଭ କରାଯାଇଛି | ଏହା ଏକ ଅଭିନଵ ଓ ଅତ୍ୟାଧୁନିକ ପଦ୍ଧତି ଯାହା ସାହାଯ୍ୟରେ ମଣିଷର ଲାଳ ଗ୍ରନ୍ଥିରେ ଉପୁଜୁଥିବା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ର…

୧୪୦୩ କିଲୋ ୨୦୦ ଗ୍ରାମ୍ ଭାଙ୍ଗ , ଗାଡି ଜବତ, ଜଣେ ଗିରଫ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ନେତୃତ୍ଵରେ ଏଏସଆଇ ପୀତବାସ ଶତପଥୀ ଓ ତାଙ୍କ ଟିମ କମଳାପୁର ଚେକ୍ ଗେଟ ନିକଟରେ ଗାଡି ଯାଞ୍ଚ କରୁଥିବା ବେଳେ ଏକ ମିନି ଟ୍ରକକୁ…

ଶିକ୍ଷକ ନକଲି !

ସମ୍ବଲପୁର/ରମାକାନ୍ତ ବିଶ୍ବାଳ:ସମ୍ବଲପୁର ଜିଲ୍ଲା ରେ ଜାଲ ସାଟିଫିକେଟ ଦେଇ ଚାକିରୀ କରିଥିବା ନକଲି ଶିକ୍ଷକ ଙ୍କ ଗୋଟିଏ ପରେ ଗୋଟିଏ ତାଲିକା ସାମନା କୁ ଆସୁଛି । ଜିଲ୍ଲାର ଜୁଯୋମୁରା ବ୍ଳକର ଜୁଯୋମୁରା ହାଇସ୍କୁଲର ମନୋରଞ୍ଜନ ଦେହୁରୀ ନାମକ ଜଣେ ଖେଲ ଶିକ୍ଷକ ଚାକିରୀ କରିବା ସମୟରେ ଯୁକ୍ତ ଦୁଇ…

ବନ୍ଧାଭୂଇଁ ଗ୍ରାମରେ ଶନିଶ୍ଚର ମହାପ୍ରଭୁଙ୍କ ମନ୍ଦିରର ରତ୍ନମୂଦ ଉତ୍ସବ

ନୂଆଗାଁ/(ସୁବ୍ରତ ପରିଡ଼ା): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବେରୁଆଁ ଵାରୀ ପଞ୍ଚାୟତ ଅଧିନରେ ଥିବା ବନ୍ଧା ଭୂଇଁ ଗ୍ରାମରେ ଶନିଶ୍ଚର ମହାପ୍ରଭୁଙ୍କ ରତ୍ନମୂଦ ପ୍ରତିଷ୍ଠା ହୋଇଯାଇଛି।ସମସ୍ତ ନିତୀ କାନ୍ତି ଅନୁଯାୟୀ କଳସ ଯାତ୍ରା,ହୋମ, ଆଦି କରାଯାଇ ଜଙ୍ଗଲରୁ ଇନ୍ଦ୍ର , ଇନ୍ଦ୍ରାଣୀ…

ପାଟଣାଗଡ ବିଧାୟକଙ୍କ ଉପସ୍ଥିତିରେ ବହୁ ବିଜେପି ଓ କଂଗ୍ରେସ କର୍ମୀ ଙ୍କ ବିଜେଡିରେ ଯୋଗଦାନ

ପାଟଣାଗଡ/ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର ): ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ରେ ବର୍ତ୍ତମାନ ବହୁ ବିଜେପି ଓ କଂଗ୍ରେସ କର୍ମୀ ବିଜେଡି ମୁହାଁ ହେଉଛନ୍ତି l କିଛି ଦିନ ତଳେ ପାଟଣାଗଡ଼ ବ୍ଲକ ଫଟlମୁଣ୍ଡା ପଞ୍ଚାୟତର ୬୮ ବିଜେପି କର୍ମୀ ବିଜେଡି ରେ ଯୋଗଦାନ କରିଥିଲେ l ଓଡ଼ିଶାର ପ୍ରିୟ ପ୍ରିୟ…