ଅର୍ଡାପାଲ ଗ୍ରାମ କଲଭର୍ଟ ଅସମ୍ପୂର୍ଣ୍ଣ, ଗ୍ରାମବାସୀଙ୍କ ଅସନ୍ତୋଷ
କୁଚିଣ୍ଡା - ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଟିକିବା ପଞ୍ଚାୟତ ଅଧୀନରେ ଆସୁଥିବା ଅର୍ଡାପାଲ ଗ୍ରାମରେ ତିଆରି ହେଉଥିବା କଲଭଟ ଟି ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡି ରହିଥିବାରୁ ଗ୍ରାମବାସୀ ପଞ୍ଚାୟତ ଅଧିକାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିବା…