ଅଜଣା  ଗାଡ଼ି ଧକ୍କାରେ ବାଇକ୍ ଆରୋହୀଙ୍କ  ମୃତ୍ୟୁ। 

ଟିଟିଲାଗଡ, (ଗୌରବ ଦର୍ଜୀ)-ଆଜି ଟିଟିଲାଗଡ ସହର ଦେଶିଲ ଗ୍ରାମ ନିକଟରେ ମୁଖ୍ୟ ରାଜପଥ ରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀ ମୃତ୍ୟୁ ବରଣ କରିଛନ୍ତି । ମୃତକ ଜଣକ ଦର୍ଲୋ ଗ୍ରାମ ର ଚିତ୍ର ବାଗ ଙ୍କ ପୁଅ ଉତ୍ତମ ବାଗ ( ବୟସ ୧୬) ବୋଲି ଜଣା ପଡିଛି। ସେ ପେଣ୍ଡରାପଦର ଏକ ଏକୋଇଶିଆ…

ବାହା ହେବା ପୂର୍ବରୁ ପରିବେଶ ଚିନ୍ତା, ଗଛ ଲଗାଇ ସଚେତନ କରାଇଲେ ଯୁବ ସଂଗଠକ ।

ଭଦ୍ରକବ୍ଲକ(ସୀତାକାନ୍ତ ପାଢ଼ୀ)ଦେଶରେ ବର୍ତ୍ତମାନ ମହାମାରୀ କରୋନା , ଦୂଷିତ ପରିବେଶକୁ ନେଇ ସମସ୍ତେ ଚିନ୍ତିତ। ଏପରି ଅବସ୍ଥାରେ ଏବେ ଦେଶରେ ଅମ୍ଳଜାନ ପାଇଁ ଲଢ଼େଇ ଆରମ୍ଭ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାରେ ଜଣେ ଯୁବକ ନିଜର ସଂଗଠନ ଜରିଆରେ ଲୋକଙ୍କୁ ସଚେତନ କରାଇବା ସହିତ…

ଭାରସାମ୍ୟ ହରାଇ ଶିଶୁ କୁ ପିଟିଲା ପିକ ଅପ୍ ,  ଦୁର୍ଘଟଣାରେ ଶିଶୁ ଆହତ ଚାଳକ ଫେରାର।

  ଟିଟିଲାଗଡ , ( ଗୌରବ ଦର୍ଜୀ)-ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁର୍ଘଟଣା। ଡ୍ରାଇଭିଂ ଲାଇସେନ୍ସ ନଥିବା ଚାଳକ ମାନେ ଚଳାଉଛନ୍ତି ଗାଡି।୧୮ ବର୍ଷ ରୁ କମ ବୟସର ପିଲା ମାନେ ଗାଡି ଚଳାଉଥିବା ଦେଖିବାକୁ ମିଳୁଛି। ତାହା ପୁଣି ବେଗ ଦୃତ ଗତି। ଯାହା ଫଳରେ ଅନେକ ସମୟ ରେ ଘଟୁଛି ଦୁର୍ଘଟଣା। ଯାହା…

 ଶିକାରପାଇ ବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲାପାଳ

"5ଟି ଅଧୀନରେ ରୂପାନ୍ତରଣ ନିମନ୍ତେ ଯୋଜନା" l ରାୟଗଡ/ସରୋଜ ସାହୁ : ଓଡିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାର ପ୍ରଥମ ପର୍ଯ୍ୟାୟରେ ସାତଟି ଉଚ୍ଚ ବିଦ୍ୟାଳୟକୁ 5ଟି ଅଧୀନରେ ରୂପନ୍ତରୀଣ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିବାରୁ ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଜିଲ୍ଲାପାଳ…

ଢାବାରେ ଉପଜିଲ୍ଲାପାଳ ଙ୍କର ଚଢ଼ାଉ,80 ହଜାର ଫାଇନ ସହିତ ଢାବା ସିଲ

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ମିଠାପାଲି ଗ୍ରାମ ନିକଟରେ ଥିବା କିଙ୍ଗସ ଢାବା ଉପରେ ପଦ୍ମପୁର ଉପଜିଲ୍ଲାପାଳ ଅଚାନକ ଚଢ଼ାଉ କରି କୋଭିଡ଼ ନିୟମ ଉଲ୍ଲଂଘନ ଅଭିଯୋଗରେ  80 ହଜାର ଟଙ୍କା ଫାଇନ କରିବା ସହିତ ଢାବାକୁ ସିଲ କରିଥିବା ଜଣା ପଡ଼ିଛି । ଏଠାରେ ସୂଚନାଯୋଗ୍ୟ ଯେ ଗତ କିଛି ଦିନ ତଳେ…

ଯୋଗକୁ ଏଯାଏ ଯଥୋଚିତ ଗୁରୁତ୍ୱ ଦେଇନାହାନ୍ତି ରାଜଧାନୀବାସୀ

ଭୁବନେଶ୍ୱର, ଜୁନ ୨୦ : ସାରା ବିଶ୍ୱରେ ବର୍ତମାନ ଯୋଗକୁ ଗୁରୁତ୍ୱ ଦିଆ ଯାଉଥିବା ବେଳେ ଏହା ସାହାଯ୍ୟରେ ସବୁ ବୟସର ବ୍ୟକ୍ତି ବିଶେଷଙ୍କୁ ବିଭିନ୍ନ ରୋଗରୁ ଦୁରେଇ ରଖିବା ନିମନ୍ତେ ଭାରତରେ ଚିନ୍ତା କରାଯାଉଛି | ଏହାସତ୍ବେ ସହରାଂଚଳ ବାସୀଙ୍କ ମଧ୍ୟରେ ଏହି ଅଭ୍ୟାସ ଆଦୃତ ହୋଇ ପାରି ନାହିଁ…

ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଧାନ ସଂଗ୍ରହ ହୋଇଛି : ଯୋଗାଣ ମନ୍ତ୍ରୀ ଶ୍ରୀ ସ୍ୱାଇଁ

୨୦୨୦-୨୧ ଖରିଫ୍ ବିପଣନ ଋତୁରେ ଖରିଫ ଧାନ ଓ ରବିଧାନ  ଅଦ୍ୟାବଧି ୧୪ ଲକ୍ଷ ୫ ହଜାର ୭୨୬ ମେଟ୍ରିକ ଟନ୍ ରବିଧାନ ସଂଗ୍ରହ ଯାଞ୍ଚ ହୋଇଥିବା ପଂଜୀକୃତ ଚାଷୀଙ୍କ ମଧ୍ୟରୁ ଅଦ୍ୟାବଧି ୮୮ ପ୍ରତିଶତ ଚାଷୀ ଧାନ ବିକ୍ରି  କରିଛନ୍ତି ୨ ହଜାର ୬୨୫ କୋଟି ୯୦ ଲକ୍ଷ ଟଙ୍କା ମୂଲ୍ୟର ରବିଧାନ…

ମେଗା ରକ୍ତଦାନ ଶିବିରରୁ 172 ୟୁନିଟ ରକ୍ତ ସଂଗ୍ରହ

ବରଗଡ :-  ଆବଶ୍ୟକତା ଠାରୁ  ବର୍ତ୍ତମାନ ର ଘଡିସନ୍ଧି ମୁହୂର୍ତ୍ତରେ ଅନେକ କାରଣରୁ ଅନେକ କମ ରକ୍ତ ସଂଗ୍ରହ ହେଉଛି ଯାହା ଫଳରେ ବିଭିନ୍ନ ରକ୍ତଭଣ୍ଡାର ଗୁଡିକରେ ଦେଖାଦେଇଛି ରକ୍ତ ର ଅଭାବ । ଏହି ରକ୍ତଅଭାଵ କରଣ ରୁ ଅନେକ ବହୁମୂଲ୍ୟ ଜୀବନ ଅକାରଣରେ ଚାଲିଯାଉଛି ।  ଏଠାରେ ସୂଚନାଯୋଗ୍ୟ ଯେ…

ମନରେଗା ଦୁର୍ନୀତି ତଦନ୍ତ ବେଳେ ମାଡ଼ ଘଟଣା: ନାଏବ୍ ସରପଞ୍ଚ ଗଲେ ଜେଲ

ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଜଗଦଲପୁର ଗ୍ରାମପଞ୍ଚାୟତ ର ପୁଟୁକା ଗ୍ରାମରେ ସରକାର ଙ୍କ ତରଫ ରୁ ମନରେଗା ଯୋଜନାରେ ପୋଖରୀ ଖନନ ନାମରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। କେତେକ ଶ୍ରମିକ କାମ ନ କରି ମିଥ୍ୟା ତଥ୍ୟରେ ଟଙ୍କା ଉଠାଣ…

ବାଣିଗୋଛା ନୂଆଗାଁର କୁନି ଝିଅ ବେବୀ ହତ୍ୟାକାଣ୍ଡ : ବେବିର ପରିବାରକୁ ସମସ୍ତ ପ୍ରକାରର ସହାୟତା ଦେବାକୁ ଦାବୀ କଲେ…

 ମୃତା ବେବୀର ପରିବାରକୁ ଭେଟିଲେ ନୟାଗଡ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ଭୁବନେଶ୍ୱର :ରାଜ୍ୟରେ ଶିଶୁ ହତ୍ୟା ଘଟଣା ଦିନକୁ ଦିନ ବୃଦ୍ଧି ପାଇଚାଲିଛି । ଗୋଟିଏ ପରେ ଗୋଟିଏ ଲୋମହର୍ଷଣକାରୀ ଶିଶୁ ହତ୍ୟାକାଣ୍ଡ ଘଟଣା ଜନମାନସକୁ ଦୋହାଲାଇ ଦେଉଛି । ଅତୀତ…