ପଦ୍ମପୁରରେ କରୋନା ସଚେତନତା ରାଲି ଅନୁଷ୍ଠିତ ।
ପଦ୍ମପୁର- କରୋନା ମହାମାରୀ ଯୋଗୁଁ ସାରା ଦେଶ ବର୍ତ୍ତମାନ ଏକ ଘଡିସନ୍ଧି ମୁହୁର୍ତ୍ତରେ ଗତି କରୁଛି । ଏପରି ସମୟରେ ଜନସାଧାରଣ ସରକାରଙ୍କ ସଚେତନତା ନିୟମ ମାନି ଚଳିବା ନିହାତି ଆବଶ୍ୟକ । ବିଭିନ୍ନ ଜାଗାରେ ସରକାର ଭିନ୍ନ ଭିନ୍ନ ପ୍ରକାରରେ ଲୋକଙ୍କୁ କରୋନା ସମ୍ବନ୍ଧରେ ସଚେତନ କରାଉଛନ୍ତି ।…