୨୫ ଜଣ ଦାଦନ ଶ୍ରମିକ ଉଦ୍ଧାର ଓ ଦୁଇ ଗିରଫ ଦୁଇ ଗାଡ଼ି ଜବତ
ପାଟଣାଗଡ଼( ଯତୀନ୍ଦ୍ର ନନ୍ଦ ): ଓଡ଼ିଶାର ଦାଦନ ପ୍ରବଣ ଜିଲ୍ଲା କହିଲେ ବଲାଙ୍ଗୀର କୁ ବୁଝାଇଥାଏ ! ଏହି ଜିଲ୍ଲାର ଅଧିକାଂଶ ଲୋକ ପ୍ରତି ବର୍ଷ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲି ଯାଇଥାନ୍ତି। ଦାଦନ ଖଟିବାକୁ ଯାଉଥିବା ଦାଦନ ପରିବାର ସଦସ୍ୟ ମାନେ ବର୍ଷକୁ ୧୨ ରୁ ଛଅ ମାସ ଘରେ ଓ ଛଅ ମାସ…