ଅର୍ଥନୀତିରେ କ୍ୟାରିଅର ସୁଯୋଗ ଉପରେ ଏକଦିବସୀୟ କର୍ମଶାଳା
ଝାରସୁଗୁଡ଼ା, ୨୫/୦୬ : ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ, ଝାରସୁଗୁଡ଼ାର ଅର୍ଥନୀତି ବିଭାଗ ପକ୍ଷରୁ “ଅର୍ଥନୀତିରେ କ୍ୟାରିଅର ସୁଯୋଗ” ଶୀର୍ଷକ ଏକ ଏକଦିବସୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ଗୀତାରାଣୀ ଦୀକ୍ଷିତ ଏହି କର୍ମଶାଳାକୁ ଉଦ୍ଘାଟନ କରି…