ଜାତୀୟ ଶିକ୍ଷା ନୀତି ଦେଶର ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଣିବ- ଧର୍ମେନ୍ଦ୍ର ପ୍ରଧାନ
ଏଆଇସିଟିଇର ବିଭିନ୍ନ ପୁରସ୍କାର ସମାରୋହରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ବୋଧନ
ନୂଆଦିଲ୍ଲୀ/ଭୁବନେଶ୍ୱର – ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦ ଦେଶର ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତନ ଆଣିବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଜନ ୨୦୪୭ ଆଧାରରେ ଆଗାମୀ ୨୫ ବର୍ଷ ପାଇଁ ମାର୍ଗ…