ନବ ବର୍ଷରେ ଶିବ ମନ୍ଦିର ଗ୍ରାମ୍ୟ ରାସ୍ତା ସଫେଇ।
ଝାରବନ୍ଧ-ମନୋହର ଦାଶ: ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡିଦରହା ପଞ୍ଚାୟତ ର ଲଉଡିଦରହା ଗ୍ରାମ ର ଶିବ ମନ୍ଦିର ଏବଂ ପୋଖରୀ କୁ ଯାଇଥିବା ରାସ୍ତା ଆଜି ନବ ବର୍ଷ ଶନିବାର ଦିନ ବିନୋବା ଭାବେ କ୍ଲବ ଏବଂ ଗ୍ରାମ ର ସ୍ବେଚ୍ଛା ସେବୀ ଙ୍କ ଦ୍ଵାରା ମିଳିତ ଭାବେ ରାସ୍ତା ର ଚତୁର୍ପାର୍ଶ୍ଵ ରେ ସଫେଇ…