ଆଖୁ କିଆରୀ ସ୍ଥିତ କୂଅରେ ଯୁବକଙ୍କ ଆତ୍ମହତ୍ୟା
ନୂଆପଡାରୁ ଯଶୋବନ୍ତ କୁମାର- ନୂଆପଡା ଜିଲ୍ଲା ଖଡିଆଳ ଥାନା ଅନ୍ତର୍ଗତ ଚନାବେଡା ଗ୍ରାମର କବିରାଜ ବେହେରା (୪୫) ନିଜ ଆଖୁ କିଆରୀ ସ୍ଥିତ କୂଅରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡିଛି । ଏ ନେଇ ଖବର ପାଇ ଖଡିଆଳ ପୋଲିସ ଘଟଣା ସ୍ଥଳରେ ପହଞ୍ôଚ ଶବ ଜବତ କରି ଶବ ବ୍ୟବଛେଦ ପାଇ ପଠାଇ ଥିବା…