ନୂଆ ମୋଡ଼ରେ ରାଉରକେଲା ସିଭିଲ ଟାଉନସିପ୍ ରାହୁଲ ଅଗ୍ରୱାଲ ମୃତ୍ୟୁ ମାମଲା
ଘରେ ପହଞ୍ଚିଲା ମୃତ୍ୟୁ ପୂର୍ବରୁ ରାହୁଲ ପଠାଇଥିବା ପାର୍ସଲ।
ରାଉରକେଲା(ବସନ୍ତ କୁମାର ଜେନା); ରାଉରକେଲା ର ଯୁବ ବ୍ୟବସାୟୀ ରାହୁଲ ଅଗ୍ରୱାଲ ଙ୍କ ଜାମସେଦପୁର ରେ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଦିନକୁ ଦିନ ନୂଆ ମୋଡ ଆସୁଛି।ରାହୁଲ ମୃତ୍ୟୁ ପୂର୍ବରୁ ଏକ ଭିଡିଓ ବାର୍ତ୍ତା ରେ ତାଙ୍କ ଶ୍ୱଶୁର ଘର…