ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ନରସିଂହ

ଜିଲ୍ଲା ପରିଷଦ ପ୍ରାର୍ଥୀ ଶୁଭ୍ରାଂଶୁ ପଣ୍ଡାଙ୍କୁ ହାତ ଚିହ୍ନରେ ଭୋଟ ଦେବା ପାଇଁ କଲେ ନିବେଦନ ବଲାଙ୍ଗିର(ନିରୋଜ ମିଶ୍ର) : -ଆଜି ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି । ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ଗସ୍ତ…

ଖପ୍ରାଖୋଲ ପୋଲିସ କବ୍ଜାରେ କଫ୍‌ ସିରପ ମାଫିଆ ସୁକୁମାର

ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ ) ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଅଞ୍ଚଳର କେତେକ ସ୍ଥାନରେ ବେଆଇନ କଫ୍‌ ସିରପ କାରବାର ହେଉଥିବା ଜାଣି ପୋଲିସ ଆକ୍ସନ ମୁଡ଼କୁ ଆସି  ଗୋଟିଏ ପରେ ଗୋଟିଏ ଅଭିଯୁକ୍ତକୁ ଖୋଜି ଗିରଫ କରୁଥିବା ଦେଖିବାକୁ ମିଳୁଛି । ଖପ୍ରାଖୋଲ ପୋଲିସର ସଫଳ ଗୋଟି ଚାଳନା ହେତୁ ଗତ…

ସିଆରପିଏଫ୍ ତରଫରୁ ଗ୍ରାମୀଣଙ୍କୁ ସୋଲାର ଲାଇଟ ଓ ରେଡିଓ ବଣ୍ଟନ

ରାଉରକେଲା,(ବସନ୍ତ କୁମାର ଜେନା): ୧୯ ବାଟାଲିୟନ ସିଆରପିଏଫ୍ ପକ୍ଷରୁ ବଣାଇଁ ଅନ୍ତର୍ଗତ କେ.ବଲାଙ୍ଗ କ୍ୟାମ୍ପରେ ଆଜି ଶତାଧିକ ଗ୍ରାମୀଣମାନଙ୍କୁ ସୋଲାର ଲାଇଟ ଓ ରେଡ଼ିଓ ବଟଂନ କରାଯାଇଥିଲା । ଏହା ସହ ଗ୍ରାମୀଣମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଚର୍ଚ୍ଚା କରାଯାଇଥିଲା । ଆଜି ଉକ୍ତ…

ସୁନ୍ଦରଗଡ ଜିଲ୍ଳାରେ ୨ ,୦୦୮ ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ

୧୯୯୯ ୱାର୍ଡ ମେମ୍ବର , ୪ ସରପଞ୍ଚ , ୫ ପଞ୍ଚାୟତ ସମିତି ସଭ୍ୟ ନିର୍ବାଚିତ । ରାଉରକେଲା,(ବସନ୍ତ କୁମାର ଜେନା):ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରଗମ ହେଲାଣି ପ୍ରଚାର। ନାମାଙ୍କନ ଚୂଡାନ୍ତ ତାଲିକା ପ୍ରକାଶ ପାଇବା ପରେ ଯୋଗ୍ୟ ପ୍ରାର୍ଥୀ ଓ ପ୍ରାର୍ଥିନୀମାନେ ନିଜ ସମର୍ଥକଙ୍କ ସହ…

ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମର ସଠିକ ରୂପାୟନ ପାଇଁ ଏକ ସର୍ବସାଧାରଣ ଶପଥପତ୍ର ପ୍ରଦାନ କରନ୍ତୁ ଦଳ ତଥା ପ୍ରାର୍ଥୀ

ଓଡିଶା ଅଭିଭାବକ ମହାସଂଘ ଜଗତସିଂହପୁର ଶାଖାର ସାମ୍ବାଦିକ ସମ୍ମିଳନୀ ଜଗତସିଂହପୁର/ ସୁମନ୍ତ କୁମାର ଦାସ : ଜଗତସିଂହପୁର କଲେଜଛକସ୍ଥିତ ବିଦ୍ୟାବାଣୀ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଗ୍ରାମାଞ୍ଚଳରେ ସବୁ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଉପଲବ୍ଧ ସହିତ ଶିକ୍ଷାର…

ଏସଭିଏମ କଲେଜର ଜମି ବିବାଦ: ତେଜୁଛି ଅସନ୍ତୋଷ

ଜଗତସିଂହପୁର/ସୁମନ୍ତ କୁମାର ଦାସ :ଆଜି ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟ ପରିସରରେ ପୁରାତନ ଛାତ୍ର ସଂସଦର ଛାତ୍ରନେତାମାନେ କଲେଜର ଜମିକୁ ଜିଲ୍ଲା ପ୍ରଶାସନର ଦଖଲକୁ ବିରୋଧ କରି ଧାରଣାରେ ବସିଥିବା ଦେଖାଯାଇଥିଲା । ସୂଚନା ଥାଉ କି କଲେଜ ପାର୍ଶ୍ୱରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ଓ…

ଫେବୃଆରୀ ପହିଲାରୁ ଶ୍ରୀମନ୍ଦିର ସାଧାରଣ ଦର୍ଶନ

ପୁରୀ/ ଅନିମେଶ ପଟ୍ଟନାୟକ : ଫେବୃଆରୀ ୧ରୁ ଖୋଲିବ ଶ୍ରୀମନ୍ଦିର । ଏନେଇ ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି । ପୂର୍ବ ପରି ପଶ୍ଚିମ ଦ୍ୱାର ଦେଇ ପୁରୀବାସୀ କରି ପାରିବେ ଦର୍ଶନ । ବୈଠକ ପରେ ଜିଲ୍ଲାପାଳ ସମର୍ଥ ବର୍ମା ଦେଇଛନ୍ତି  ସୂଚନା । ଶୁକ୍ରବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ…

ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ବ୍ଲକ କଂଗ୍ରେସର କର୍ମୀ ବୈଠକ ।

ଅସ୍ତରଙ୍ଗ(ଦୁଃଶାସନ ନାୟକ) : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କଂଗ୍ରେସ କମିଟିର ଏକ ବୈଠକ ବ୍ଲକ କଂଗ୍ରେସ କମିଟିର ସଭାପତି ଶ୍ରୀ ସୁକାନ୍ତ କୁମାର ମହାନ୍ତି ଙ୍କ ସଭାପତିତ୍ୱରେ ଶୁକ୍ରବାର ଦିନ ଉପୁଳେଇ ଠାକୁରାଣୀଙ୍କ ନିକଟରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି ବୈଠକରେ ପ୍ରଦେଶ କଂଗ୍ରେସ ର ସାଧାରଣ…

ଭଗବତୀ ଉଚ୍ଚ ବିଦ୍ୟାଳୟ ଜୟପୁର ପାଇଲା ଶ୍ରେଷ୍ଠ ବିଦ୍ୟାଳୟ ସମ୍ମାନ

ବଡ଼ଚଣା ରୁ ପ୍ରଫୁଲ୍ଲ କୁମାର ସାହୁ: ୨୦୨୧-୨୨ ଶିକ୍ଷା ବର୍ଷା ରେ ଦଶମ ଶ୍ରେଣୀ ଶତ ପ୍ରତିଶତ ରେଜଲ୍ଟ ପାଇଁ ଭଗବତୀ ଉଚ୍ଚ ବିଦ୍ୟାଳୟ ଜୟପୁରକୁ ମିଳିଛି ଶ୍ରେଷ୍ଠ ବିଦ୍ୟାଳୟ ସମ୍ମାନ | ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦେବେନ୍ଦ୍ର ନାଥ ସାହୁ ଓ କିଛି ବୁଦ୍ଧିଜୀବୀଙ୍କ ଅକ୍ଲାନ୍ତ ପରିଶ୍ରମରେ ବିଗତ…

ବିଜେପିରେ ମିଶିଥଲେ , ଭୁଲ ବୁଝି ଘରକୁ ବାହୁଡ଼ିଲେ କଙ୍ଗାଲୁ

ଅପପ୍ରଚାର ଓ କୂଟନୀତିକୁ ଅସ୍ତ୍ର କରିଛି ବିରୋଧୀ :- ରାଜେନ୍ଦ୍ର ରାଉତ ବରଗଡ :- ବରଗଡ଼ ଲୋକସଭା ସାଂସଦ ଙ୍କର ଉପସ୍ଥିତିରେ ପାଇକମାଲ ବ୍ଲକ ଜର୍ଜଗଡ଼ ଗ୍ରାମର କଙ୍ଗାଲୁ ବାରିହା ନାମକ ଜଣେ ବିଜୁ ଜନତା ଦଳର କର୍ମୀଙ୍କୁ ବିଜେପିରେ ସାମିଲ କରାଯାଇଥିଲା । ଆଜି କଙ୍ଗାଲୁ ବାରିହା ପାଇକମାଲ ବିଜୁ…