ବିଭିନ୍ନ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନ ଆଗରେ ଫେରାଦ ହେଲା ବିଜେପି
ସରକାରୀ କର୍ମଚାରୀ କୈାଣସି ନିର୍ଦ୍ଧିଷ୍ଟ ରାଜନୈତିକ ଦଳକୁ ସମର୍ଥନ କରିବା ଧର୍ତ୍ତବ୍ୟ ଅପରାଧ ଏବଂ ଦଣ୍ଡନୀୟ : ଗୋଲକ ମହାପାତ୍ର
ଭୂବନେଶ୍ୱର :ସରକାରୀ କଳ ଓ ବଳ ଏବଂ ଶାସନ କ୍ଷମତାର ଅପବ୍ୟବହାର କରିବା ସହିତ ବ୍ୟାପକ ଭାବେ ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଉଲ୍ଲଂଘନ କରୁଛି ଶାସକ ବିଜେଡି ।…