ପୋଷ୍ଟର ବ୍ୟାନର୍ ମାଳ ମାଳ, ପ୍ରାର୍ଥୀ ହେଲେଣି ହଳ ହଳ

ବଡ଼ଚଣା ରୁ ପ୍ରଫୁଲ୍ଲ କୁମାର ସାହୁ : ପଂଚାୟତ ନିର୍ବାଚନ ପାଇଁ ସରଗରମ୍ ହେଲାଣି ବଡ଼ଚଣା ନିର୍ବାଚନ ମଣ୍ଡଳୀ ପ୍ରତ୍ୟକ ପଞ୍ଚାୟତ ରେ ଏବେ ପୋଷ୍ଟର ବ୍ୟାନର୍ ମାଳ ମାଳ ପ୍ରାର୍ଥୀ ବି ହେଲେଣି ହଳ ହଳ ସମସ୍ତ ଦଳୀୟ ପାର୍ଥି ହେଲେଣି ଭୋଟର ମୁହାଁ କିନ୍ତୁ ଏଥର ପଂଚାୟତ ନିର୍ବାଚନ ତିନି ପ୍ରମୁଖ ଦଳ…

“କର୍ଣ୍ଣାଟକର କଲେ , ଓଡିଶା ପ୍ରତି ଏ ଅବିଚାର କାହିଁକି !”

ଆବାସ ପ୍ରସଙ୍ଗ : କେନ୍ଦ୍ର ପଂଚାୟତିରାଜ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ପଂଚାୟତିରାଜ ପ୍ରତାପ ଜେନା ଭୁବନେଶ୍ୱର (ଶାସକ ପ୍ରଶାସକ) : ଆବାସ ପ୍ଲସ ପୋର୍ଟାଲରେ ଓଡିଶା ସରକାରଙ୍କ ଦ୍ୱାରା ପ୍ରସ୍ତୁତ ନିଜସ୍ୱ ଗ୍ରାମୀଣ ଆବାସ ପୋର୍ଟାଲର ତଥ୍ୟ ସାମିଲ କରିବା ପାଇଁ ଓଡିଶା ସରକାରଙ୍କ ତରଫରୁ…

ସଦର ବ୍ଲକ ଜିଲ୍ଲା ପରିଷଦ ପ୍ରାର୍ଥି ଯଶୋବନ୍ତି ବଘାର ପାଇଁ ଭୋଟ ଭିକ୍ଷା କଲେ ନରସିଂହ

ବଲାଙ୍ଗିର - ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସଦର ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମର ଘର କୁ ଘର ଯାଇ ଜୋନ ୨୨ର ସର୍ବାଙ୍ଗିନ ଉନ୍ନତି ପାଇଁ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥି ଯଶୋବନ୍ତି ବଘାରଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ଜିଲ୍ଲା ପରିଷଦ ପ୍ରାର୍ଥି…

ବିଜେପି ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ କାର୍ଯ୍ୟକର୍ତ୍ତାଙ୍କ ସଂକଳ୍ପ ।

ଝାରବନ୍ଧ-ମନୋହର ଦାଶ :ଭାରତୀୟ ଜନତା ପାର୍ଟି ଜିଲ୍ଲା ପରିଷଦ,ସରପଞ୍ଚ,ସମିତିସଭ୍ୟ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ଝାରବନ୍ଧ ବ୍ଲକ ନିଲିଜିପତ୍ରା ଠାରେ ଅନୁଷ୍ଠିତ ବିଜେପିର ଏକ କର୍ମୀ ସମ୍ମିଳନୀରେ ଶତାଧିକ କାର୍ଯ୍ଯକର୍ତ୍ତା ସଂକଳ୍ପ ନେଇ ଥିଲେ । ବିଜେପି ଜଗଦଲପୁର ମଣ୍ଡଳ ସଭାପତି ଶ୍ରୀ…

ପଞ୍ଚାୟତ ନିର୍ବାଚନ : ଜୋରଦାର ହେଲାଣି ପ୍ରଚାର

ଜଗତସିଂହପୁର/ସୁମନ୍ତ କୁମାର ଦାସ: ପଞ୍ଚାୟତ ନିର୍ବାଚନ ଦିନ ଯେତିକି ପାଖେଇ ଆସୁଛି, ପ୍ରାର୍ଥୀ ମାନଙ୍କର ପ୍ରଚାର ପ୍ରସାର ସେତିକି ଜୋରଦାର ହେବାରେ ଲାଗିଛି । ସେହି ପରିପ୍ରେକ୍ଷୀରେ ଆଜି ଜଗତସିଂହପୁର ଜିଲ୍ଲା ପରିଷଦ ଜୋନ ନଂ- ୪ ଅନ୍ତର୍ଗତ ଅଳସୁଧା, ପିତେଇପୁର, ମୁଦୁପୁର ଆଦି ପଞ୍ଚାୟତରେ…

ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମହାତ୍ମାଗାନ୍ଧୀଙ୍କ ସହିଦ ଦିବସ ପାଳିତ

ଜଗତସିଂହପୁର/ସୁମନ୍ତ କୁମାର ଦାସ:ଜଗତସିଂହପୁର ଜ଼ିଲ୍ଲା ସ୍ତରୀୟ ଗାନ୍ଧୀ ଜି ଙ୍କ ସହିଦ ଦିବସ ପାଳିତ ହୋଇଯାଇଛି ,ଏହି ଅବସରରେ ଥାନା ପରିସରରେ ଥିବା ଗାନ୍ଧୀ ଙ୍କ ପ୍ରତିମୁର୍ତି ,ଗାନ୍ଧୀ ଛକ ଠାରେ ଥିବା ପ୍ରତିମୁର୍ତି ଓ ଜ଼ିଲ୍ଲାପାଳଂକ ଅଫିସ ରେ ଥିବା ଗାନ୍ଧୀ ଜିଙ୍କ ତୈଳଚିତ୍ର ରେ…

ମହିଳା ସ୍ନାତକ ମହାବିଦ୍ୟାଳୟରେ ଶହୀଦ ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟରେ ଶହୀଦ ଦିବସ ପାଳିତ ହୋଇଯାଇଛି। ମହିଳା ସ୍ନାତକ ମହାବିଦ୍ୟାଳୟର ଏନ୍ ଏସ୍ ଏସ୍ ବିଭାଗ ତରଫରୁ ପ୍ରୋଗ୍ରାମ୍ ଅଫିସର ଅଧ୍ୟାପିକା ଡ଼.ଭାରତୀ ପାଣିଗ୍ରାହୀଙ୍କ…

ମିଶନ ଜୀବିକା ଦେଖାଇଛି ଜୀଇଁବାର ନୂଆ ରାହା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଜୀବିକା ମିଶନ ଲୋକାଭିମୁଖୀ ହେବାରେ ଲାଗିଛି । ଜିଲ୍ଲାରେ ଅନେକ ମତ୍ସ୍ୟଜୀବୀ ଏହି ମିଶନ ଦ୍ୱାରା ଲାଭାନ୍ବିତ ହେଉଛନ୍ତି। ଚଳିତ ଖରିଫ ଋତୁରେ ଗୁମ୍ମା ବ୍ଳକର ପ୍ରାୟ ୧୯ଜଣ ମାଛଚାଷୀଙ୍କୁ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ,…

ପୋଡାପାଡ଼ି ପଞ୍ଚାୟତର କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀଙ୍କ ପ୍ରଚାର

କାଶୀପୁରରୁ ବୈକୁଣ୍ଠ ଦୁରିଆ: ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତରଗତ ପୋଡାପାଡ଼ି ପଞ୍ଚାୟତ ରେ ଆଜି କୋଭିଡ ନିୟମ ମାନି ପ୍ରଚାର ଦେଖିବାକୁ ମିଳିଥିଲା, କଂଗ୍ରେସ ଦଳର ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ସବିତା ମାଝୀ ଆଜି ପୋଡାପାଡ଼ି ପଞ୍ଚାୟତ ର ମୁଣ୍ଡଗାଁ, ପୋଡାପାଡ଼ି ଦଳର କର୍ମୀ ଏବଂ…

ଫତୁଆ ହେଲା ବିଜେପି : ବିଜେପିରେ ମିଶିଥିବା ବିଜେଡି କର୍ମୀଙ୍କ ଘର ବାହୁଡା

ବରଗଡ :- ଗତ କିଛି ଦିନ ତଳେ ବରଗଡ଼ ଲୋକସଭା ସାଂସଦ ଶ୍ରୀ ସୁରେଶ ପୁଝାରି ଙ୍କର ଉପସ୍ଥିତିରେ ପାଇକମାଲ ବ୍ଲକ କେଛୋଦାଦର ପଞ୍ଚାୟତ ର ସମିତି ସଭ୍ୟା ଶ୍ରୀମତି ଅଇଁଲା ଧରୁଆ, ତାଙ୍କର ସ୍ୱାମୀ ଶ୍ରୀ ସମାରୁ ଧରୁଆ , ତାଙ୍କର ପୁତ୍ର ଶ୍ରୀ ଡିଲେଶ୍ୱର ଧରୁଆ , ସେହି ଗ୍ରାମର ତପନ ବେଣ୍ଟକାର , ପ୍ରମୁଖ…