୫ ଜଣ ଡ୍ରଗ୍ସ ଚାଲାଣକାରୀ ଗିରଫ
ବ୍ରାଉନସୁଗାର , ୮ ହଜାର ୬ ଶହ ନଗଦ ଟଙ୍କା ଓ ୨ ଟି ବାଇକ ଜବତ।
ରାଉରକେଲା/ରାଜଗାଙ୍ଗପୁର(ବସନ୍ତ କୁମାର ଜେନା); ଡ୍ରଗ୍ସ ଚାଲାଣ କରୁଥିବା ଅଭିଯୋଗରେ ରାଜଗାଙ୍ଗପୁର ପୋଲିସ ଆଜି ୫ ଜଣ ଡ୍ରଗ୍ସ ଚାଲାଣକାରୀ ଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ଗିରଫ ଅଭଯୁକ୍ତଙ୍କ ନିକଟରୁ ୧୦.୬୦୦ ଗ୍ରାମ…