ସାଇନିଙ୍ଗ କିଡ୍ସ ୱାର୍ଲଡ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ।

ଜୁନାଗଡ଼/ଆଦିତ୍ୟ ମହାନ୍ତି : ଜୁନାଗଡ଼ ସହର ସ୍ଥିତ ସାଇନିଙ୍ଗ କିଡ୍ସ ୱାର୍ଲଡ ଇଂଲିଶ ମିଡ଼ିଅମ ସ୍କୁଲ ର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି l ଏହି ଅବସର ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଷ୍ଟାର୍ଟେଜି ପ୍ଳାଜିଙ୍ଗ ଗୋଏଲ ଫାଉଣ୍ଡେସନ ଅଫ ଇଣ୍ଡିଆ ର ଉପସଭାପତି ଶ୍ରୀ ଦେବବ୍ରତ ମିଶ୍ର…

ରାଜ୍ୟ ସରକାରଙ୍କ ନିଷ୍ପତ୍ତି: କେନ୍ଦୁପତ୍ର ସଂଗ୍ରହ ମୂଲ୍ୟରେ ବୃଦ୍ଧି

ଉପକୃତ ହେବେ ୭.୫୦ ଲକ୍ଷ କେନ୍ଦୁପତ୍ର ତୋଳାଳୀ ପାଇବେ ୨୪୦ କୋଟି ଟଙ୍କା ବୋନସ ଓ ଅନ୍ୟାନ୍ୟ ଭତ୍ତା ପାଇଁ ୧୨୦ କୋଟି ଟଙ୍କା ମଞ୍ଜୁର, ଉପକୃତ ହେବେ ୮ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଓ ଅନ୍ୟ କର୍ମଚାରୀ ଭୁନନେଶ୍ବର: ରାଜ୍ୟର ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳୀଙ୍କ ସ୍ବାର୍ଥକୁ…

ବରପାଲିରେ ଜଘନ୍ୟ ହତ୍ୟାକାଣ୍ଡ :ମାଁ କୁ ନୃଶଂସ ଭାବରେ ହତ୍ୟା କଲା ପୁଅ

ବରଗଡ଼ :-ବରଗଡ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ କୁମ୍ଭାରୀ ଗ୍ରାମରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟି ଯାଇଛି । ହତ୍ୟାକାରୀ ଆଉ କେହି ନୁହେଁ ନିଜ ଜନ୍ମିତ ପୁତ୍ର , ହିଁ , ମା କୁ ନିର୍ମମ ହତ୍ୟା କରି ଅଖା ରେ ଭର୍ତ୍ତି କରି ଦେଇଥିଲା । ଘଟଣା ରୁ ପ୍ରକାଶ ଯେ କୁମ୍ଭାରୀ ଗ୍ରାମ ର ବନ୍ଧ ପଡ଼ା…

କୋଶଳିଆ ମାଳି ସମାଜ ପଦ୍ମପୁର ଅଞ୍ଚଳ ର ବାର୍ଷିକ ମହାସଭା ଓ ବନ୍ଧୁ ମିଳନ ଅନୁଷ୍ଠିତ

ପଦ୍ମପୁର- ରବିବାର ଦିନ ପଦ୍ମପୁର ଅଞ୍ଚଳର ଦହିତା ଗ୍ରାମରେ କୋଶଳିଆ ମାଳି ସମାଜର ବାର୍ଷିକ ମହାସଭା ଓ ବନ୍ଧୁ ମିଳନ-୨୦୨୨ ,ଶ୍ରୀଯୁକ୍ତ ଲୋକନାଥ ପଟେଲ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ବରଗଡ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଭୀଷ୍ମଦେବ ପଟେଲ ,ଉପ ସଭାପତି ଶ୍ରୀଯୁକ୍ତ ଶୁବଳ…

ବିଜେପି ପକ୍ଷରୁ ସହରରେ ସ୍ୱଚ୍ଛ ଭାରତ ଅଭିଯାନ

ଭଞ୍ଜନଗର : ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଓ ନିର୍ମଳ ଭାରତର ସ୍ୱପ୍ନ ପୂରଣ କରିବା ପରିପ୍ରେକ୍ଷୀରେ ଭଞ୍ଜନଗର ବିଜେପି ପକ୍ଷରୁ ସୋମବାର ସହରରେ ସ୍ୱଚ୍ଛ ଭାରତ ଅଭିଯାନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଜେପିର ବହୁ ନେତୃବୃନ୍ଦ ଓ କର୍ମୀ ଏଥିରେ ସାମିଲ ହୋଇଥିଲେ। ସକାଳ ୬ଟା ସମୟରେ ସ୍ଥାନୀୟ…

ଜଗତସିଂହପୁର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି

ଜଗତସିଂହପୁର /ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଆଜିଠାରୁ ପୁର୍ନ ଆରମ୍ଭ ହୋଇଛି l ଆଜି ଜଗତସିଂହପୁର ବ୍ଲକ୍ ପାଇଁ ଏହି ଜନ ଅଭିଯୋଗ ଶୁଣାଣି ଜିଲ୍ଲାପାଳ ଙ୍କ କାଯ୍ୟାଳୟ ର ସଦ୍ ଭାବନା ସଭା ଗୃହ ଠାରେ ଅନୁଷ୍ଠିତ ହୋଇଥିଲା l ଏହି…

ପାରଳାଖେମୁଣ୍ଡି ଆଦର୍ଶ ଥାନାର ଜଳଛତ୍ରକୁ ଶୁଭ ଉଦଘାଟନ କଲେ ଅତିରିକ୍ତ ଜିଲ୍ଲାପାଳ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ଥାନା ପକ୍ଷରୁ ଜଳ ଛତ୍ର ଖୋଲା ଯାଇଛି। ଏହି ଜଳଛତ୍ରକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ଫିତା କାଟି ଶୁଭ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା…

ଜୁନାଗଡରେ ହନୁମାନ ଜୟନ୍ତୀରେ ବିଶାଳ ଶୋଭାଯାତ୍ରା।

ଜୁନାଗଡ଼/ଆଦିତ୍ୟ ମହାନ୍ତି: ଜୁନାଗଡ଼ ହନୁମାନ ମନ୍ଦିର ପରିଚାଳନା କମିଟି ତରଫରୁ ହିନ୍ଦୁ ନବବର୍ଷ ପାଳନ ଅବସରରେ ହନୁମାନ ଜୟନ୍ତୀ ପାଳନ କରାଯାଇ ଏକ ବିଶାଲ ଶୋଭାଯାତ୍ରା ବାହାରିଥିଲା l କମିଟି ପକ୍ଷରୁ ସ୍ତାନୀୟ ହନୁମାନ ମନ୍ଦିର ଠାରୁ ବିଭିନ୍ନ ସଂଗଠନ ସାମିଲ ହୋଇ ଭଗବାନ୍ ହନୁମାନ ଙ୍କ ଫଟୋ କୁ…

ଆନ୍ତର୍ଜାତିକ ମାନବ ଅଧିକାର କାଉନସିଲର , ଶିଶୁ , ମହିଳା ଓ ପରିବାର ବିଭାଗ ତରଫରୁ ବନ୍ଧୁ ‌ମିଳନ ଓ ସମ୍ବର୍ଦ୍ଧନା ଉତ୍ସବ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆନ୍ତର୍ଜାତିକ ମାନବ ଅଧିକାର କାଉନସିଲର, ଶିଶୁ , ମହିଳା ଓ ପରିବାର ବିଭାଗ ତରଫରୁ ରାଜ୍ୟ କାର୍ଯ୍ୟାଳୟ , ବଡ଼ ବ୍ରାହ୍ମଣ ସାହି ଠାରେ ସମସ୍ତେ ମିଶି ଏକ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଉକ୍ତ ବନ୍ଧୁ ‌ମିଳନ ଓ…

ସ୍ବଛ୍ଛତା ପକ୍ଷ ଅବସରରେ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରବନ୍ଧ ଓ ରଙ୍ଗୋଲି ପ୍ରତିଯୋଗିତା ।

ପଦ୍ମପୁର- ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ତରଫରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସ୍ବଛ୍ଛତା ପକ୍ଷ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଥମେ ସ୍କୁଲ ପରିସର ସଫା କରିବା ସହ ହାତ ଧୋଇବାର ଛଅ ଗୋଟି ପ୍ରଣାଳୀ ଛାତ୍ରୀ ମାନଙ୍କୁ ପ୍ରଦର୍ଶିତ କରାଯାଇଥିଲା ଏବଂ ସ୍ବଛ୍ଛତା ଉପରେ…