ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ସ୍ଵାୟତ୍ତ ଶାସନ ଦିବସ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ସ୍ଵାୟତ୍ତ ଶାସନ ଦିବସ ପାଳନ ହୋଇଯାଇଛି l ପ୍ରତ୍ୟୁଷ ଘ.୪.୩୦ମି ରାମଧୁନ ପରିବେଷଣ କରାଯାଇଥିଲା l ସକାଳ ଘ.୭.୦୦ମି ସମୟରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ଯକ୍ଷ ତଥା ସମସ୍ତ ପାରିଷଦ ବୃନ୍ଦ ଓ କର୍ମଚାରୀଙ୍କ…