ଜୀବନଜ୍ୟୋତି ଆଶ୍ରମରେ କୁନିକୁନି ଝିଅଙ୍କ ସହିତ ରଜ ଉତ୍ସବ ପାଳନ କଲା ଓଡ଼ିଶା-ମୋ ପରିବାର
ଭୁବନେଶ୍ୱର:ଓଡ଼ିଶାର ପାରମ୍ପରିକ ଗଣପର୍ବ ପହିଲିରଜକୁ ଓଡ଼ିଶା-ମୋ ପରିବାର ଏକ ନିଆରା ଢଙ୍ଗରେ ପାଳନ କରିଛି । ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରେ ଥିବା ଜୀବନଜ୍ୟୋତି ଆଶ୍ରମ ଯେଉଁଠାରେ କୁନି କୁନି ଝିଅମାନେ ରହି ଆସୁଛନ୍ତି, ସେମାନଙ୍କ ସହିତ ଓଡ଼ିଶା-ମୋ ପରିବାରର ସଦସ୍ୟମାନେ ରଜ ଉତ୍ସବ ପାଳନ…