ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତିଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ତରଭା ପଞ୍ଚାୟତରେ "ପ୍ରେମ" ସଂସ୍ଥା ତରଫରୁ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ତରଭା ପଞ୍ଚାୟତର ନାୟବ ସରପଞ୍ଚ ଅଜନ୍ୟ ନାୟକ ଯୋଗଦେଇ ଶିଶୁ…

ନୃସିଂହନାଥ ମଠରେ ଶ୍ରୀ ଗୋପାଳ ଯଜ୍ଞ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ କାରଣ ସାହି ସ୍ଥିତ ନୃସିଂହନାଥ ମଠରେ ଆଷାଢ଼ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ଶ୍ରୀ ମହାପ୍ରଭୁଙ୍କ ବାହୁଡା ଯାତ୍ରା ଉପଲକ୍ଷେ ଶ୍ରୀ ଗୋପାଳ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଯଜ୍ଞରେ ବ୍ରାହ୍ମଣ ବିପ୍ରମାନେ ବେଦଧ୍ୱନୀ କରି…

ରଥଯାତ୍ରା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଶେଷ ସନ୍ଧ୍ୟା

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଠାରେ ପବିତ୍ର ରଥଯାତ୍ରା ଅବସରରେ ଜିଲ୍ଲା ପ୍ରଶାସନ ଅନ୍ତର୍ଗତ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଥିବା ସ୍ନାନ ମଣ୍ଡପରେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ , ବାହୁଡ଼ାଯାତ୍ରା ଦିନ…

କୋର୍ଟ ନିର୍ଦ୍ଦେଶକୁ ନମାନି ଚାବି ଭାଙ୍ଗି ଆସବାପତ୍ର ଫିଙ୍ଗିଲା ପୋଲିସ !

ଭଦ୍ରକ,ସୀତାକାନ୍ତ ପାଢ଼ୀ- କୋର୍ଟ ଙ୍କ ନିର୍ଦେଶ କୁ ଅବମାନନା କରି ଚାବି ଭାଙ୍ଗି ଆସବାପତ୍ର ଫିଙ୍ଗିଲା ଭଦ୍ରକ ଟାଉନ ପୋଲିସ | ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ନୂଆବଜ଼ାର ସ୍ଥିତ ତାରିଣୀ କ୍ଲିନିକ ପରିସର ମଧ୍ୟରେ | ସୂଚନା ଅନୁଯାଇ ଜଗନ୍ନାଥପୁର ଗ୍ରାମର ଭଗବାନ ରାଉଳ ଦ୍ରୋପଦି…

କଲ୍ଲକୀ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଲେ ଶ୍ରୀଜୀଉ : ମୀନା ବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମର ମଜାନେଲେ ଶ୍ରଦ୍ଧାଳୁ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚାବାଡ଼ି ଠାରେ କଲ୍ଲକୀ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଲେ ଶ୍ରୀଜୀଉ। ଠାକୁରଙ୍କ କଲ୍ଲକୀ ଅବତାର ଦର୍ଶନ କରିବା ପାଇଁ ସନ୍ଧ୍ୟାରେ ଭକ୍ତଙ୍କ ଭିଡ଼ ଲାଗିଥିଲା। ପାଗ ଅନୁକୂଳ ଥିବାରୁ ପୁରପଲ୍ଲୀରୁ…

୧୮ ଜୁଲାଇ ରୁ ପଦ୍ମପୁର ସବ ଡିଭିଜନ କୁ ଅଚଳ କରିବ ରାଜ ବୋଡା ସମ୍ବର କୃଷକ ସଙ୍ଗଠନ

ପଦ୍ମପୁର: ରାଜବୋଡାସମ୍ବର୍ କୃଷକ ସଂଗଠନର ଗୋରୁବଜାର ପ୍ରାଙ୍ଗଣ ରେ ସ୍ଥାୟୀ ସଭାପତି ବାଞ୍ଛାନିଧି ସାହୁ ଙ୍କ ସଭାପତିତ୍ୱ ରେ ଫସଲବୀମା ବିଭ୍ରାଟ କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି l ଗତ ୨୦୨୧ ଖରିଫ ଋତୁ ରେ ଭୟଙ୍କର ମରୁଡି ସତ୍ବେ HDFC ଏଗ୍ରୋ କମ୍ପାନୀ ଆଜି ପ୍ରଯ୍ୟନ୍ତ ବୀମା କ୍ଷତି ପୁରନ…

ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ଆନନ୍ଦ ଉଲ୍ଲାସର ସହ ଇଦ-ଉଲ-ଜୁହା ପାଳିତ ।

(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ଆନନ୍ଦ ଉଲ୍ଲାସର ସହ ଇଦ-ଉଲ-ଜୁହା ପାଳିତ ହୋଇଯାଇଛି । ଏହି ଅବସରରେ କଟକ ଜିଲ୍ଲା ପ୍ରସିଦ୍ଧ ନିଶ୍ଚିନ୍ତକୋଇଲି ବ୍ଲକ ଜୟରାମପୁର ଗ୍ରାମପଞ୍ଚାୟତ ଜାମିଆ ଇସଲାମିଆ ମର୍କଜୁଲ ଉଲୁମ ସୁଙ୍ଗୁଡା ଠାରେ ମୌଲାନା ସୟଦ…

ଅମରନାଥର ଯାତ୍ରାରେ ଫସି ରହିଛନ୍ତି ରାୟଗଡ଼ାର ୫ ଜଣ ଯାତ୍ରୀ

https://youtu.be/BxQOF8SlWB4   ପ୍ରଦୀପ ଦଲାଇ ଙ୍କ ରିପୋଟ/ ଅମରନାଥରେ ବାଦଲଫଟା ବର୍ଷା ଓ ଭୂସ୍ଖଳନ ଯୋଗୁଁ ରାୟଗଡ଼ା ଜିଲାର ୫ ଜଣ ଯାତ୍ରୀ ଏବେ ବି ଫସି ରହିଛନ୍ତି । ସେମାନେ ନିରାପଦ ଅଛନ୍ତି। ସୂଚନା ଅନୁଯାୟୀ ରାୟଗଡ଼ା ଓ ଗଜପତି ଜିଲାର ୧୭ଜଣ ଯାତ୍ରୀ ଅମରନାଥ ଅଭିମୁଖେ ଯାତ୍ରା…

ବିଦ୍ୟାର୍ଥୀ ପରିଷଦର ୭୪ ତମ ପ୍ରତିଷ୍ଠା ଦିବସ ଏବଂ ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ପାଳିତ

ଭଦ୍ରକ/ସୀତାକାନ୍ତ ପାଢୀ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି), ଭଦ୍ରକ ପକ୍ଷରୁ ବିଦ୍ୟାର୍ଥୀ ପରିଷଦର ୭୪ ତମ ପ୍ରତିଷ୍ଠା ଦିବସ ଏବଂ ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ଭଦ୍ରକ ସ୍ଵଂୟଶାସିତ ମହାିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…