ଶିକ୍ଷାବିତ ଅମୁଲ୍ୟ ଦାଶ ଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀରେ ରକ୍ତଦାନ ପାଇଁ ପ୍ରସ୍ତୁତି ବୈଠକ

ଭଞ୍ଜନଗର/ନିଲୁ ବିଷୋୟୀ : ଆସନ୍ତା ଜୁଲାଇ ମାସ 26 ତାରିଖ ରେ ଶିକ୍ଷାବିତ ତଥା ପ୍ରେସ କ୍ଲବ ର ଉପଦେଷ୍ଟା ସ୍ବର୍ଗତ ଅମୁଲ୍ୟ ଦାଶ ଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ଆମ ଓଡିଶା, ରୋଟାରୀ କ୍ଲବ ଭଞ୍ଜନଗର, ପ୍ରେସ କ୍ଲବ ବେଲଗୁଣ୍ଠା ଓ ପୁରାତନ ଛାତ୍ରସଂସଦ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ…

ଲୁଣା ଚିତ୍ରୋତ୍ପଳା ଅଞ୍ଚଳର ବିକାଶ ପାଇଁ ସବୁ ସମୟରେ କର୍ମବୀର ଥିଲେ ସ୍ବର୍ଗତଃ ବ୍ରଜକିଶୋର ବିଶ୍ୱାଳ – ବିଧାୟକ…

ପୂର୍ବତନ ବ୍ଲକ ଅଧକ୍ଷ ଙ୍କ ସ୍ମୃତିଚାରଣ ସଭା (ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଓରତି ସ୍ଥିତ ଖଣ୍ଡାୟତ ପଟକିରା ଉଚ୍ଚ ବିଦ୍ୟାଳୟ ପରିସରରେ ନିଶ୍ଚିନ୍ତକୋଇଲି ବ୍ଲକ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ସ୍ବର୍ଗତଃ ବ୍ରଜକିଶୋର ବିଶ୍ୱାଳ ଙ୍କ…

ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ପୁରୀ ରଥ ଯାତ୍ରାରେ ବିଭିନ୍ନ ସେବା ପ୍ରଦାନ

- ତିନି ଲକ୍ଷ ତିରିଶ ହଜାରରୁ ଅଧିକ ଲୋକଙ୍କୁ ସତେଜ ରନ୍ଧା ଖାଦ୍ୟ ପରିବେଷଣ - ଭକ୍ତମାନଙ୍କ ମଧ୍ୟରେ ୧୦୦୦୦ ଗ୍ଲୁକୋଜ୍ ପ୍ୟାକେଟ୍ ବଣ୍ଟନ କରେ - ୧୪ ଦିନ ଧରି ବଡଦାଣ୍ଡରେ ଭକ୍ତମାନଙ୍କୁ ଥଣ୍ଡା ପାନୀୟ ଜଳ ଯୋଗାଣ - ରଥ ଯାତ୍ରାରେ କାର୍ଯ୍ୟରତ ସରକାରୀ କର୍ମଚାରୀ ମାନଙ୍କ ପାଇଁ ୧୦୦୦ ରେନ…

ଉମରକୋଟ ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର।

ନବରଙ୍ଗପୁରରୁ ଅଶୋକ ସାହୁ /ଉମରକୋଟରୁ ଜିତେନ୍ଦ୍ର ମହାନ୍ତି : ଉମରକୋଟ ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଭା ଗୃହରେ ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୨୯ ଜଣଙ୍କର ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିଲା, ସେଥି ମଧ୍ୟରୁ…

ନିଶ୍ଚିନ୍ତକୋଇଲି ବ୍ଲକରେ ଜନ ଅଭିଯୋଗ ଶୁଣାଣି ଶିବିର ।

ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ: ନିଶ୍ଚିନ୍ତକୋଇଲି ବ୍ଲକ ପଞ୍ଚାୟତ ସମିତି କକ୍ଷରେ କଟକ ଜିଲ୍ଲାପାଳ ଙ୍କ ଦ୍ବାରା ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ପ୍ରତ୍ୟେକ୍ଷ ଭାବେ ଲୋକମାନଙ୍କର ସମସ୍ୟାର ଅଭିଯୋଗ ଶୁଣିଥିଲେ ଏବଂ ଖୁବ ଶୀଘ୍ର…

ଭିଜିଲାନ୍ସ ହାତରେ ଗିରଫ ହେଲେ ଉମରକୋଟ ଅତିରିକ୍ତ ଥାନା ଅଧିକାରୀ

ଉମରକୋଟ/ଜିତେନ୍ଦ୍ର ମହାନ୍ତି: ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟ ରେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଉମରକୋଟ ଥାନା ର ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନ। ଗୋଟିଏ ପୁରୁଣା କେସ କୁ କୋହଳ କରିବାକୁ ଜଣେ ବ୍ୟକ୍ତି ଙ୍କ ଠାରୁ ନେଉଥିଲେ ଲାଞ୍ଚ। ଟଙ୍କା ନେଇ ଦଉଡ଼ି ଚାଲି ଯାଉଥିବା ସମୟ…

ସାଂସଦ ଅନୁଭବଙ୍କ ପ୍ରତିନିଧି ପଦରୁ ଇସ୍ତଫା ଦେଲେ ଶିବାନିକାନ୍ତ

ମାର୍ଶାଘାଇ (ଶାସକ ପ୍ରଶାସକ) : ବିଜୁ ଜନତା ଦଳ  ଟିକେଟରେ କେନ୍ଦ୍ରାପଡା ଲୋକସଭା ଆସନରୁ ବିଜୟୀ ହୋଇଥିବା ଅଭିନେତା ସାଂସଦ ଅନୁଭବ ମହାନ୍ତି ପାରିବାରିକ ଜୀବନକୁ ନେଇ ବିବାଦୀୟ ହୋଇପଡ଼ିଥିବା ବେଳେ ସୋସିଆଲ ମିଡିଆରେ ତାଙ୍କର କାର୍ଯ୍ୟକଳାପ ନିର୍ବାଚନମଣ୍ଡଳୀର ସମର୍ଥକ ଓ କର୍ମୀଙ୍କୁ ବ୍ୟଥିତ…

ଦୀପିକା ଦାଶଙ୍କର ପ୍ରଥମ କବିତା ସଙ୍କଳନ “ଅସ୍ତରାଗ” ଉନ୍ମୋଚିତ

ଭୁବନେଶ୍ବର; ଯୁବ କବୟିତ୍ରୀ ଦୀପିକା ଦାଶଙ୍କର ପ୍ରଥମ କବିତା ସଙ୍କଳନ"ଅସ୍ତରାଗ"ର ଉନ୍ମୋଚନ ପର୍ବ ଭୁବନେଶ୍ୱରର କେଶରୀ ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରାପ୍ତ ପ୍ରସିଦ୍ଧ କବି ଶ୍ରୀଯୁକ୍ତ ରାଜେନ୍ଦ୍ର କିଶୋର ପଣ୍ଡା,ଓଡ଼ିଆ ସାହିତ୍ୟ ଏକାଡେମୀର…

ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବ୍ରହ୍ମପୁର–କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବାର ସୌଭାଗ୍ୟ ଲାଭ କରିଛନ୍ତି ବୋଲି ସେ ଟ୍ୱିଟ୍ କରି କହିଛନ୍ତି ।ଏହି ମନ୍ଦିର…