ଅଦୃଶ୍ୟ ଶକ୍ତି ମାନଙ୍କ ସନ୍ତୁଷ୍ଟି ଉଦ୍ଦେଶ୍ୟରେ ଭଙ୍ଗାଯାଇଥାଏ ଅଧରହାଣ୍ଡି
ପୁରୀ (ଅନିମେଶ ପଟ୍ଟନାୟକ): ସରିଲା ଅଧରପଣା ନିତୀ । ମହାପ୍ରଭୁଙ୍କୁ ଭୋଗ ପରେ ସୋମବାର ଭଙ୍ଗା ଗଲା ଅଧରହାଣ୍ଡି । ତିନି ରଥରେ ୩ଟି ଲେଖାଏଁ ୯ଟି ମହାପ୍ରଭୁଙ୍କ ଅଧର ଉଚ୍ଚର ଡେଙ୍ଗା ହାଣ୍ଡିଗୁଡ଼ିକରେ ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ ହୁଏ ଏହି ଅଧରପଣା । ଏହି ପଣା ନିତୀର ବିଶେଷତ୍ବ ହେଉଛି ଭୋଗ ପରେ…