ଜୋର୍ ଧରିଲା ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ଦାବି
ଜଗତସିଂହପୁର/ସୁମନ୍ତ କୁମାର ଦାସ: ପୂର୍ବତନ ସାଂସଦ, ମନ୍ତ୍ରୀ, ଭାରତ ସ୍କାଉଟ ଗାଇଡ଼ ରାଜ୍ୟ ସଭାପତି, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ, ଦଳିତ ନେତା ତଥା ତିର୍ତୋଲ ର ଦିବଂଗତ ବିଧାୟକ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ପରିଷଦ ପକ୍ଷରୁ ଆଜି ଜଗତସିଂହପୁର ବିଧାୟକ ତଥା ସରକାରୀ…