ପ୍ରସ୍ତାବିତ ଠିପିଖୋଲା ବିଦେଶୀ ମଦ ଦୋକାନକୁ ବିରୋଧ ।
ଠିପିଖୋଲା ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଅନୁମତି ନ ଦେବାକୁ ଦାବୀ ।
ପଦ୍ମପୁର(ଶାସକପ୍ରଶାସକ)- ପାଇକମାଲ ସହର ନୄସିଂହନାଥ ପିଠ ପାଇଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବେଶ ପରିଚିତ । ପାଇକମାଲ ସହରର ମୁଖ୍ୟ ଛକ ନିକଟରେ ଏକ ଠିପିଖୋଲା ବିଦେଶୀ ମଦ ଦୋକାନ ବା ମଦ ବାର ପାଇଁ ଅବକାରୀ ବିଭାଗ…