ଏବେ ବେପାର ମାନ୍ଦା। : କେମିତି ଚଳିବେ, ଚିନ୍ତା ରେକୁମ୍ଭକାରଙ୍କ ପରିବାର
ପ୍ରଦୀପ ଦଲାଇ ଙ୍କ ରିପୋର୍ଟ// ପୂର୍ବଭଳି ଆଉ ମାଟିଦୀପର ଏବେ ବେପାର ନାହିଁ। ଯାହାଫଳରେ କୁମ୍ଭକାରଙ୍କ ପରିବାର ଚିନ୍ତା ରେ ଥିବା ଦେଖିବା କୁ ମିଳିଛି। କେବଳ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ କିଛି କୁମ୍ଭକାର ପରିବାର ମାଟି ଦୀପ ନିର୍ମାଣ କରୁଥିବା ଜଣା ପଡ଼ିଛି । ଚାଇନା ଦୀପ ସହ…