ପୁଣି ମାନବିକତା ର ପରିଚୟ ଦେଲେ ସୁଶାନ୍ତ ସିଂ
ବରଗଡ :- ପୁର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ ଲୋକଙ୍କ ପ୍ରତି ରହିଥିବା ଦରଦ କାହାରିକୁ ଅଛପା ନାହିଁ । ଲୋକଙ୍କ ସେବା କାର୍ଯ ରୁ ରାଜନୀତି ରେ ପାଦ ଦେଇଥିବା ଶ୍ରୀ ସିଂ ମାନବ ସେବାକୁ ମାଧବ ସେବା ଭାବରେ ଗ୍ରହଣ କରି ଅନବରତ ଭାବରେ ସେବା କାର୍ୟ୍ଯ କରି ଆସୁଛନ୍ତି । କେବଳ…