ଆହୁରି ବ୍ୟାପକ ହେବ ଓଡିଶା ମୋ ପରିବାର କାର୍ଯ୍ୟକ୍ରମ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ଓଡ଼ିଶା-ମୋ ପରିବାରର ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଗତ ଦିନରେ ଓଡ଼ିଶା-ମୋ ପରିବାର ଦ୍ୱାରା ସଂପାଦନା ହୋଇଥିବା ବିଭିନ୍ନ ସାମାଜିକ…

ମାଛ ଧରୁଥିବା ବେଳେ ଜଳିଗଲା ବୋଟ୍, ଅଳ୍ପକେ ବର୍ତ୍ତିଲେ ୧୦ ମତ୍ସ୍ୟଜୀବୀ

ଭଦ୍ରକ/ସୀତାକାନ୍ତ ପାଢ଼ୀ : ଏପିଜେ ଅବଦୁଲ କାଲାମ ଦ୍ୱୀପ ନିକଟରେ ଜଳିଗଲା ମାଛ ଧରୁଥିବା ବୋଟ୍ । ଅଳ୍ପକେ ବର୍ତ୍ତିଲେ ୧୦ ଜଣ ମତ୍ସ୍ୟଜୀବୀ । ସୂଚନା ଅନୁସାରେ, ଧାମରା ଦୋଇସିଙ୍ଗାର କିଛି ଧିବର ମାଛ ମାରିବାକୁ ସମୁଦ୍ରକୁ ଯାଇଥିଲେ । ମତ୍ସ୍ୟଜୀବୀ ମାନେ ଏପିଜେ ଅବଦୁଲ କାଲାମ ଦ୍ୱୀପ ନିକଟରେ…

ସମ୍ବଲପୁର ମହିଳାଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋ

ଭୁବନେଶ୍ୱର: ବେଶୀ ଦିନ କଥା ନୁହେଁ, ସମ୍ବଲପୁର ଜିଲା ହୀରାକୁଦ ଗ୍ରାମର ନିଳିମା ସାହୁ ତାଙ୍କର ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବାକୁ ସଂଘର୍ଷ କରୁଥିଲେ । କିନ୍ତୁ ଦିନେ ତାଙ୍କ ପାଇଁ ଏବଂ ତାଙ୍କ ଭଳି ପରିବାରଗୁଡିକ ନିମନ୍ତେ ଜୀବନରେ ପରିବର୍ତ୍ତନ ଆସିଲା । ଆଦିତ୍ୟ ବିର୍ଲା ଗ୍ରୁପ୍‍ର ଏକ…

ପୁରୀରେ ଗୋସାଣି ଯାତ ସ୍ଥଗିତ !

ପୁରୀ (ଅନିମେଶ ପଟ୍ଟନାୟକ):ପୁରୀରେ ଗୋସାଣି ଯାତ ସ୍ଥଗିତ କଲା ଜିଲ୍ଲା ପ୍ରଶାସନ। ତୁହାକୁ ତୁହା ବର୍ଷା ଲାଗି ରହିଥିବାରୁ ଶ୍ରୀମନ୍ଦିର ସମ୍ମୁଖରେ ହେବାକୁଥିବା ଗୋସାଣିକୁ ସ୍ଥଗିତ କରାଯାଇଥିବା ସୂଚନା । ଯଦି ପାଗ ଅନୁକୂଳ ଦିଏ ତେବେ ବିଳମ୍ବରେ ହୋଇପାରେ ଯାତ ବୋଲି ସୂଚନା ରହିଛି |…

ଏକାଦଶୀରେ ମହାପ୍ରଭୁଙ୍କ ରାଧାଦାମୋଦର ବେଶ : ଦର୍ଶନ କରୁଛନ୍ତି ଭକ୍ତମାନେ

ପୁରୀ (ଅନିମେଶ ପଟ୍ଟନାୟକ): ଆଜି ଆଶ୍ୱିନ ଶୁକ୍ଳପକ୍ଷ ଏକାଦଶୀ ତିଥି । ଏହି ଅବସରରେ ଭକ୍ତମାନେ ମହାପ୍ରଭୁଙ୍କ ରାଧାଦାମୋଦର ବେଶର ଦର୍ଶନ ଲାଭ କରୁଛନ୍ତି । ଶ୍ରୀମନ୍ଦିରରେ ଆଜିଠାରୁ କାର୍ତ୍ତିକ ନୀତି ଆରମ୍ଭ । ଆଜି ସକାଳ ୫.୧୫ ମିନିଟରେ ଦ୍ୱାର ଫିଟା ନୀତି କରାଯାଇଥିଲା । ପରେ ଅବକାଶ ନୀତି…

ଦଳରେ କୋଣଠେସା ହେଉଛନ୍ତି କି ସଞ୍ଜୟ !!!!

ଭୁବନେଶ୍ୱର : ଆଜି ପ୍ରକାଶ ପାଇଛି ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକା | ଦଳର ଟାଣୁଆ ନେତାଙ୍କୁ ସେମାନଙ୍କ ଯୋଗ୍ୟତା ଓ ଦକ୍ଷତା ଆଧାରରେ ଦିଆଯାଇଛି ଜିଲ୍ଲା ଦାୟିତ୍ୱ | ଏପରିକି ଜଣେ ଜଣେ ନେତା ବି ଦି ଦି ଟା ଜିଲ୍ଲା ଦାୟିତ୍ୱ ପାଇଛନ୍ତି | ହେଲେ ଏହି ତାଲିକାରୁ ବାଡ଼ ପଡିଛନ୍ତି ଏକଦା…

ବିଭିନ୍ନ ଜିଲ୍ଲା ପାଇଁ ନିଯୁକ୍ତ ହେଲେ ବିଜେଡି ପର୍ଯ୍ୟବେକ୍ଷକ

ବବିଙ୍କ ହାତରେ କେନ୍ଦୁଝର ମୟୁରଭଞ୍ଜ ଓ ରାଜାଙ୍କ ହାତରେ ପୁରୀ ଅତନୁଙ୍କୁ ଗଜପତି-ରାୟଗଡା ଓ ଅରୁଣଙ୍କୁ ଜଗତସିଂହପୁର ଭୁବନେଶ୍ୱର :  ବିଭିନ୍ନ ଜିଲ୍ଲା ପାଇଁ ନିଯୁକ୍ତ ହେଲେ ବିଜେଡି ପର୍ଯ୍ୟବେକ୍ଷକ | ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଦଳର ସଂଗଠନ ସଂପାଦକ…

ସ୍କୁଲ ପିଲାଙ୍କୁ ନେଇ ଆସୁଥିବା ବେଳେ ଘଟିଲା ଦୁର୍ଘଟଣା : ୯ ମୃତ

ପାଲକ୍କଡ : ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ଘରୋଇ ଟୁରିଷ୍ଟ ବସ ଦୁର୍ଘଟଣାଗ୍ରସ୍ତ ହେବ ଯୋଗୁ ୯ ଜଣଙ୍କ ମୃତ୍ୟୁ ଘଟିଛି | ପୋଲିସର କହିବା ଅନୁଯାୟୀ, କେରଳର ପାଲକ୍କଡ ଜିଲ୍ଲାର ଭାଡାକକେଞ୍ଚିରୀରେ ଏକ ଘରୋଇ ପର୍ଯ୍ୟଟନ ବସ୍ ଏବଂ କେରଳ ରାଜ୍ୟ ସଡକ ପରିବହନ ନିଗମ (କେଏସଆରଟିସି) ବସ୍…

ଜିତେନ୍ଦ୍ରଙ୍କୁ ସ୍ୱାସ୍ଥ୍ୟଗତ ଅନିଶ୍ଚିତତା ଭିତରୁ ଉଦ୍ଧାର କଲା ଓଡିଶା ମୋ ପରିବାର

ଭୁବନେଶ୍ୱର : ସଠିକ୍ ଚିକିତ୍ସା ଅଭାବରୁ ଅନିଶ୍ଚିତତା ଭିତରେ ଥିଲା ଜିତେନ୍ଦ୍ରଙ୍କ ଜୀବନ | ଆଉ ଏତିକିବେଳେ ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର, ସୁଦୂର ତାମିଲନାଡୁରୁ ଆସି ଓଡ଼ିଶାରେ ଚିକିତ୍ସା ସେବା ପାଇଲେ ଜିତେନ୍ଦ୍ର ।ସୂଚନାନୁସାରେ,ଭୁବନେଶ୍ଵର ନୟାପଲ୍ଲୀ ଅଞ୍ଚଳର ବାସିନ୍ଦା…

ମେଲଛାମୁଣ୍ଡା ଥାନାରେ ଦୁର୍ଗା ପୂଜା

ମେଲଛାମୁଣ୍ଡା(ମନୋଜ ଭୋଇ)- ମେଲଛାମୁଣ୍ଡାସ୍ଥିତ ଥାନା କାର୍ଯ୍ୟାଳୟର ପୂଜା ମଣ୍ଡପରେ ଦଶମୀ ତିଥି ଅବସରରେ ପୁଲିସ କର୍ମଚାରୀଙ୍କ ଦ୍ୱାରା ମହାସମାରୋହରେ ଦୂର୍ଗା ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୁଲିସ କର୍ମଚାରୀଙ୍କୁ ନେଇ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ପୁଲିସ କର୍ମଚାରୀ…