ଚଳିତ ଶିକ୍ଷାବର୍ଷରେ କିସ୍ ଛାତ୍ରଛାତ୍ରୀଙ୍କ ଉଚ୍ଚକୋଟୀର ଶୈକ୍ଷିକ ପ୍ରଦର୍ଶନ
ଭୁବନେଶ୍ୱର, ୮ ।୧୦- ବିଶ୍ୱର ସର୍ବବୃହତ ଆବାସିକ ଜନଜାତି ଅନୁଷ୍ଠାନ କିସରେ ଉପଯୁକ୍ତ ଯତ୍ନ ଓ ଶୈକ୍ଷିକ ପରିବେଶ ପାଇଁ ଏହାର ଛାତ୍ରଛାତ୍ରୀମାନେ ସର୍ବଦା ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରିଆସୁଛନ୍ତି । ଚଳିତ ଶିକ୍ଷାବର୍ଷରେ କିସ୍ର ଛାତ୍ରଛାତ୍ରୀମାନେ ଉଚ୍ଚକୋଟୀର ଶୈକ୍ଷିକ…