ଧନୁଯାତ୍ରା ର ଶେଷ ଦିନରେ ସାମ୍ବାଦିକଙ୍କୁ ପୋଲିସ ର ମାଡ଼, ଦୋଷୀ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ଦିନେ ପୂର୍ବରୁ ମହାରାଜ କଂସ ଙ୍କର ଦରବାରରେ ହୋଇଥିଲେ ସମ୍ମର୍ଧିତ
ବରଗଡ଼ :- ଗତକାଲି ସନ୍ଧ୍ୟା ସମୟରେ ବରଗଡ଼ ସହରରେ ଅୟୋଜିତ ହେଉଥିବା ଧନୁଯାତ୍ରା ର କଭରେଜ ପାଇଁ ଯାଉଥିବା ସାମ୍ବାଦିକ ବଦ୍ରୀ ପ୍ରସାଦ ସାହୁ ଙ୍କୁ କିଛି ପୋଲିସ କର୍ମଚାରୀ ଅମାନବୀୟ ଭାବରେ ମରଣାନ୍ତକ ଆକ୍ରମଣ କରି କ୍ଷତାକ୍ତ…