ଜିଲ୍ଲା ସ୍ତରୀୟ ରୟାଲ କପ୍ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ
ବରଗଡ :- ଆମ ଦେଶର ଜାତୀୟ ଖେଳ ହକି । ରାଷ୍ଟ୍ରୀୟ ଖେଳ ଭାବରେ କେନ୍ଦ୍ର ସରକାର ଙ୍କର ଦ୍ୱାରା ହକି ଖେଳ କୁ ଯେଉଁ ମର୍ଯ୍ୟାଦା ଓ ପ୍ରୋତ୍ସାହନ ମିଳିବା କଥା ତାହା ଆଜି ପର୍ୟ୍ଯନ୍ତ ମିଳି ପାରି ନାହିଁ । ହକିର ପ୍ରଚାର ପ୍ରସାର ପ୍ରତି ସରକାରୀ ସ୍ତରରେ ପ୍ରୟାସ ନାମ ମାତ୍ର । ଗତ କିଛି ବର୍ଷ…