ପ୍ରଚାର ସରିଲା ଗୁରୁବାର ସକାଳେ ଭୋଟ୍; ତଥାପି ଗଡ଼ରେ ଗଡ଼େ ନେତା
ଭଦ୍ରକ : (ସତ୍ୟବ୍ରତ ନାୟକ) ଉପନିର୍ବାଚନ ପାଇଁ ସରିଲା ପ୍ରଚାର। ଶେଷ ଦିନରେ କମ୍ପିଲା ଧାମନଗର। ନଭେମ୍ବର୩ରେ ମତଦାନ କରିବେ ଭୋଟର । ମଙ୍ଗଳବାର ଶେଷ ଦିନରେ ସମସ୍ତ ଦଳ ନିଜ କଳବଳ ଓ କୌଶଳ ମୈଦାନରେ ଶକ୍ତି ପ୍ରଦର୍ଶନ କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠିଙ୍କ ପାଇଁ କଂଗ୍ରେସ…