ଜେଏସପି ଫାଉଣ୍ଡେସନ୍ ଦ୍ଵାରା ୫୦୦ରୁ ଅଧିକ ପରିବାରକୁ ଗୃହ ନିର୍ମାଣ ସହାୟତା ପ୍ରଦାନ
ଭୁବନେଶ୍ୱର(ଶାସକ ପ୍ରଶାସକ): ଆର୍ଥିକ ଦୁର୍ବଳ ପରିବାରକୁ ଗୃହ ନିର୍ମାଣରେ ସହାୟତା ଯୋଗାଇବା ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସିଏସଆର ଶାଖା ଜେଏସପି ଫାଉଣ୍ଡେସନ୍ ‘ପ୍ରୋଜେକ୍ଟ ଆଶିଆନା’ ଆରମ୍ଭ କରିଛି। ପ୍ରଥମ ପର୍ଯ୍ୟାୟରେ, ଏହି ପ୍ରକଳ୍ପ ଅଧୀନରେ ସହାୟତା ପାଇଁ 529 ଜଣ ଆର୍ଥିକ…