ପଦଯାତ୍ରା ନୁହେଁ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ବିକାଶର ବାର୍ତ୍ତା ସାଉଣ୍ଟୁଛି ବିଜେଡି.

ରାଜନଗର :-ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ କ୍ରମେ ସାରା ରାଜ୍ୟରେ ବିଜେଡି ଜାରିରଖିଛି ଜନ ସମ୍ପର୍କ ପଦଯାତ୍ରା | ସେହିପରି ରାଜନଗର ବ୍ଲକରେ ମଧ୍ୟ ବିଜେଡି ଜାରିରଖିଛି ଜନ ସମ୍ପର୍କ ପଦଯାତ୍ରା |ଆଜି ରାଜନଗର ବ୍ଲକ ଅନ୍ତର୍ଗତ ରଙ୍ଗଣୀ, କେରୁଆପାଳ, ବାଘମାରୀ ଓ ତାଳଚୁଆ ପଞ୍ଚାୟତର ଜନ ସମ୍ପର୍କ…

ଓଡ଼ିଆ ଓ ହିନ୍ଦୀ ସିନେମା ସଙ୍ଗୀତର ନିଆରା ଆସର “ତୁମ ସ୍ମୃତି ଆମ ସ୍ୱର”

ଭୁବନେଶ୍ୱର : ଓଡ଼ିଆ ଓ ହିନ୍ଦୀ ସିନେମାରେ ଗୀତିଗୁଛକୁ ନେଇ ଓଡିଶା ଜ୍ୟୋତି ଫାଉଣ୍ଡେସନ ଆନୁକୂଲ୍ୟରେ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି ରହିବେ ହର୍ଷିନି ଅନୁଷ୍ଠାନର କଳାକାରଙ୍କୁ ନେଇ ଆୟୋଜିତ ହୋଇଯାଇଛି ସଙ୍ଗୀତ ସଂଧ୍ୟା "ତୁମ ସ୍ମୃତି ଆମ ସ୍ୱର"| ସଂଗୀତ ରାଇଜରେ ଡେଣା ମେଲାଇ ଉଡିବାକୁ…

ଅବକାରୀ ଚଢ଼ଉ :ଚୋରା ରନ୍ଧା ମଦ ଓ ମହୁଲ ପୋଚ ଜବତ

ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନ କୁ ଆଖି ଆଗରେ ରଖି ନିରପେକ୍ଷ ଓ ନିର୍ଭିକ କରିବା ପାଇଁ ପାଇକମାଲ ଅବକାରୀ ଥାନା ଓ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଟିମ ଶ୍ରୀମତୀ ରଶ୍ମିତା ଲାକ୍ରା (I. E Bargarh)ଓ ଅବକାରୀ ଟିମ ମିଳିତ ଚଢ଼ଉ କରି ଚୋରା ରନ୍ଧା ମଦ ମହୁଳ ପୋଚ ଓ…

ମୁଦଘାଟ୍‌ ଗାଁକୁ ସୁକନ୍ୟା ସମୃଦ୍ଧି ଗ୍ରାମ ଭାବେ ଘୋଷିତ

ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ )ପଟଣାଗଡ ବ୍ଲକ ଅନ୍ତର୍ଗତ ମୁଦଘାଟ୍‌ ଗ୍ରାମକୁ ଆଜି ଜିଲ୍ଲା ପ୍ରଶାସନ, ଜିଲ୍ଲା ସ୍ୱଳ୍ପ ସଂଚୟ ସଂଗଠନ ଓ ଡାକ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସୁକନ୍ୟା ସମୃଦ୍ଧି ଗ୍ରାମ ଭାବେ ଘୋଷିତ କରାଯାଇଛି । ଧୁବଲପଡା ସରପଞ୍ଚ କସ୍ତୁରି ଭୋଇ, ନାଏବ ସରପଞ୍ଚ ରୁପା…

ଡବ୍ଲ୍ୟୁଓଡିସି ର ସିଇଓ ଡଃ. ଅଜିତମିଶ୍ରଙ୍କ କାର୍ଯ୍ୟକାଳ ବର୍ଷେ ବଢିଲା

ଭୁବନେଶ୍ୱର: ପଶ୍ଚିମ ଓଡିଶା ବିକାଶ ପରିଷଦ (ଡବ୍ଲୁଓଡିସି)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ଅଜିତ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ଆଉ ଏକ ବର୍ଷ ପାଇଁ ବୃଦ୍ଧି ହୋଇଛି l ଅବସର ପରେ ତାଙ୍କର କାର୍ଯ୍ୟକାଳ ଏକ ବର୍ଷ ପାଇଁ ବୃଦ୍ଧି ହୋଇ ଥିଲା l ତେବେ ରାଜ୍ୟ ସରକାର ତାଙ୍କର କାର୍ଯ୍ୟକାଳ…

ଦନ୍ତାକୁ ମାରି ଦାନ୍ତ ଲୁଟ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ କାନବିନ୍ଧା ସଂରକ୍ଷିତ ଜଙ୍ଗଲ ଭିତରେ ଗତ ଜୁଲାଇ ମାସରେ ଦନ୍ତାହାତୀକୁ ମାରି ଦାନ୍ତ କାଟି ନେବା ଘଟଣାରେ ଆଉ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ବନ ବିଭାଗ। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ବେଲାଟୁନ୍ ଗ୍ରାମର ପ୍ରଦିପ କୁମାର ଦିଗାଲ…

ଜଗତସିଂହପୁର ଚତୃର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜଗତସିଂହପୁର ଜିଲ୍ଲା କୋର୍ଟ ଓ ସ୍ଥାନୀୟ ପୌରପାରିଷଦ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଜିଲ୍ଲା ଓ ଦୌରା ଜର୍ଜ ତଥା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଅନୁପ କୁମାର ଚନ୍ଦନଙ୍କ ଅଧ୍ୟକ୍ଷତାରେ…

ଶାସ୍ତ୍ରୀୟ ସଙ୍ଗୀତର ମୁର୍ଚ୍ଛନାରେ ରାଜାରାଣୀ ମନ୍ଦିର ପ୍ରାଙ୍ଗଣ ମୁଖରିତ ।

ରାଜାରାଣୀ ସଙ୍ଗୀତ ଉତ୍ସବ ଉଦ୍‌ଘାଟିତ l ଭୁବନେଶ୍ୱର : ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଦ୍ୱାରା ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବ ଆଜିଠାରୁ ତିନିଦିନ ଧରି କଳିଙ୍ଗ କଳାସ୍ଥାପତ୍ୟର ଚମତ୍କାର କଳାକୃତି, ଏକାଦଶ ଶତାବ୍ଦୀ ନିର୍ମିତ…

ନୋତରପଲ୍ଲୀରେ ହାତୀ ଉପଦ୍ରବ : ୬ ଏକରରୁ ଉର୍ଦ୍ଧ୍ବ ଫସଲ ନଷ୍ଟ

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ବନଖଣ୍ଡ ଓଡ଼ଗାଁ ବନାଞ୍ଚଳ ଅଧିନସ୍ଥ ଗୟଳସିଂହ ସଂରକ୍ଷିତ ଜଙ୍ଗଲ ନୋତରପଲ୍ଲୀ ଅଞ୍ଚଳରେ ହାତୀ ଉପଦ୍ରବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ଫଳରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ପଡିଥିବା ଜଣାପଡିଛି।ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ…

ଉପନିର୍ବାଚନ ପାଇଁ ବିଜେଡିର ୱାର୍ମ ଅପ ସେସନ : କର୍ମୀମାନଙ୍କୁ ଉତ୍ସାହିତ କରୁଛନ୍ତି ନେତା

ବରଗଡ :- ପଦ୍ମପୁର ନିର୍ବାଚନ ମଣ୍ଡଳୀର ସ୍ବର୍ଗତ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ଦେହାନ୍ତ ପରେ ଆସନ୍ତା ଡିସେମ୍ବର 5 ତାରିଖରେ ହେବାକୁ ଯାଉଛି ଉପନିର୍ବାଚନ । ଉପନିର୍ବାଚନ ପାଇଁ ଯଦିଓ ଏପର୍ଯ୍ୟନ୍ତ ବିଜୁ ଜନତା ଦଳ ତରଫରୁ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ | ତଥାପି ବର୍ତ୍ତମାନ…