ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଦ୍ୱାରା ଓଡ଼ିଶାର ଗଜପତି ଜିଲ୍ଲାରେ ସ୍ମାର୍ଟଆଗ୍ରି ପ୍ରକଳ୍ପ ଓ ନୂଆ ଟେଲିକମ୍ ଟାୱାର୍…
ଭୁବନେଶ୍ୱର/ ଗଜପତି : ଇଣ୍ଡସ୍ ଟାୱାର୍ସ ଲିମିଟେଡ୍ ସିଏସ୍ଆର୍ ପ୍ରୋଗ୍ରାମ ଓ ଭୋଡାଫୋନ୍ ଆଇଡିଆ ଫାଉଣ୍ଡେଶନ ପକ୍ଷରୁ ସଲିଡାରିଡାଡ୍ ସହ ମିଳିତ ଭାବେ ଓଡିଶାର ଗଜପତି ଜିଲ୍ଲାର ଖରସଣ୍ଡାଠାରେ ‘ସ୍ମାର୍ଟଆଗ୍ରି ପ୍ରୋଜେକ୍ଟ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି । ଏହି ସ୍ମାର୍ଟଆଗ୍ରି…