ଶିକ୍ଷା ହେଉଛି ସାମାଜିକ ଉତ୍ଥାନର ଚାବିକାଠି: ପ୍ରଫେସର ଗଣେଶୀ ଲାଲ୍
କିଟରେ ଟାଇମ୍ସ ହାୟର ଏଜୁକେସନ୍ ଭାରତୀୟ ଫୋରମ୍ର ସମ୍ମିଳନୀ
ଭୁବନେଶ୍ୱର,୨୩ା୨: ଶିକ୍ଷା ହେଉଛି ସାମାଜିକ ଉତ୍ଥାନର ଚାବିକାଠ ବୋଲି ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କହିଛନ୍ତି । ଆଜି କିଟ୍ ବିଶ୍ୱବିଦ୍ୟାଳୟ ଓ ଟାଇମ୍ସ ହାୟର ଏଜୁକେସନ୍ ଭାରତୀୟ ବିଶ୍ୱବିଦ୍ୟାଳୟ ଫୋରମ୍ର…